Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ପଦ୍ମପୁର ଗ୍ରାମବାସୀ ଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ବିରୋଧ କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ନିକଟରେ ଉତ୍ତେଜନା

Anandapur, Kendujhar | Apr 25, 2025
ପଦ୍ମପୁର ଗାଁରେ ଧାନ ମଣ୍ଡି ନିମନ୍ତେ ପ୍ରସ୍ତାବିତ ଗୃହ ରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ଅଭିଯୋଗ କରି କରି ଚାଷୀ ମାନେ ଥକି ଗଲେଣି ତେଣୁ ଆଜି ଦିବା 10ଟା 30ମିନିଟ ସମୟରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏହି ଘଟଣା କୁ ବିରୋଧ ପାଇଁ ଆସିଥିବା ଚାଷୀ ଙ୍କୁ ପୋଲିସ ଅଟକାଇବା ପରେ ଉତ୍ତେଜନା ଦେଖାଦେଇଥିଲା

MORE NEWS