Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେସିଙ୍ଗା: ବୋରିଆ ଗାଁ ନିକଟରେ ବାଇକ ଯୋଗେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଜବତ କଲା ସ୍କୁୱାର୍ଡ ଟିମ l

Kesinga, Kalahandi | Jun 28, 2025
କେସିଙ୍ଗା ଥାନା ବୋରିଆ ଗାଁ ନିକଟ ଜାତୀୟ ରାଜପଥ-୨୬ ଉପରେ ଏକ ବାଇକ ଯୋଗେ ବିଦେଶୀ ମଦ ଆଜି ୩ ଟା ସମୟରେ ଚୋରା ଚାଲାଣ ହେଉଥିବା ବେଳେ ସମ୍ପୃକ୍ତ ବିଭାଗର ସ୍କୁୱାର୍ଡ ଦଳ ମଦ ଜବତ ୨ ଟି ବ୍ୟାଗ ଏବଂ ବାଇକ ହସ୍ତାନ୍ତର କରିଛି l ଏଥିରେ ଚୋରା ମଦ ଚାଲାଣ ରେ ୨ ଜଣ ଅଣ ଓଡିଆ ଙ୍କୁ ମଧ୍ୟ ପୋଲିସ ଥାନାକୁନେଇ ଅଟକ ରଖି ତଦନ୍ତ କରୁଛି l ଖବର ନେବାରେ ବର୍ତ୍ତମାନ ସୁଧା ସବିଶେଷ ତଥ୍ୟ ମିଳିପାରିନାହିଁ l
କେସିଙ୍ଗା: ବୋରିଆ ଗାଁ ନିକଟରେ ବାଇକ ଯୋଗେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଜବତ କଲା ସ୍କୁୱାର୍ଡ ଟିମ l - Kesinga News