Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କକ୍ରୋଚ ପାର୍ଟିର ମୁଖ୍ୟ ଦିଲ୍ଲୀରେ ପହଞ୍ଚିବା ପରେ ରାଜଧାନୀର ଜନ୍ତର ମନ୍ତରରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ପାର୍ଟିର ସମର୍ଥକମାନେ ଗର୍ଜି ଉଠିଥିବା ବେଳେ ଏହି ଅଭିନବ ପ୍ରତିବାଦ ଚର୍ଚ୍ଚାର ବିଷୟ ପାଲଟିଛି। #CockroachParty #JantarMantar #DelhiProtest #DharmendraPradhan #ResignationDemand #PoliticalProtest #Delhi #Politics #TrendingNews #BreakingNews #OdiaNews #NewsUpdate #ViralNews #IndiaPolitics #Rcnmedia #Rcnodia

MORE NEWS

ଭଦ୍ରକ: ଇଲେକ୍ଟ୍ରି ଖୁଣ୍ଟି ରେ ଲାଗି ଲାଇନ୍ ମ୍ୟାନ ମୃତ୍ୟୁ TPNODL ଅଫିସ ଘେରାଉ କଲେ ପରିବାର ଓ ସାଥୀ ସମର୍ଥକ। ଏକ ମାସ ତଳେ କାର୍ଯ୍ୟରତ ଲାଇନ ମ୍ୟାନ ଚନ୍ଦ୍ରଶେଖର ଗାହାଣ ଚରମ୍ପା ନିକଟରେ କାର୍ଯ୍ୟ କରୁଥିବା ସମୟରେ ଇଲେକ୍ଟ୍ରି ଖୁଣ୍ଟିରୁ କରେଣ୍ଟ ଖାଇ ଚିକିତ୍ସିତ ହେଇଥିଲେ। ଆଜି ତାଙ୍କର ମୃତ୍ୟୁ ହେବା ପରେ ଟାଟା ପାୱାର ଅଫିସ ଘେରାଉ କରି ଦାବି ରଖା ଯାଇଥିଲା। ଟାଟା ପାୱାର ପକ୍ଷରୁ ୧୯ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବ ଘରକୁ ନେଇ ଥିଲେ ଗ୍ରାମବାସୀ।
#citykhabarbhadrak

ଭଦ୍ରକ: ଇଲେକ୍ଟ୍ରି ଖୁଣ୍ଟି ରେ ଲାଗି ଲାଇନ୍ ମ୍ୟାନ ମୃତ୍ୟୁ TPNODL ଅଫିସ ଘେରାଉ କଲେ ପରିବାର ଓ ସାଥୀ ସମର୍ଥକ। ଏକ ମାସ ତଳେ କାର୍ଯ୍ୟରତ ଲାଇନ ମ୍ୟାନ ଚନ୍ଦ୍ରଶେଖର ଗାହାଣ ଚରମ୍ପା ନିକଟରେ କାର୍ଯ୍ୟ କରୁଥିବା ସମୟରେ ଇଲେକ୍ଟ୍ରି ଖୁଣ୍ଟିରୁ କରେଣ୍ଟ ଖାଇ ଚିକିତ୍ସିତ ହେଇଥିଲେ। ଆଜି ତାଙ୍କର ମୃତ୍ୟୁ ହେବା ପରେ ଟାଟା ପାୱାର ଅଫିସ ଘେରାଉ କରି ଦାବି ରଖା ଯାଇଥିଲା। ଟାଟା ପାୱାର ପକ୍ଷରୁ ୧୯ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବ ଘରକୁ ନେଇ ଥିଲେ ଗ୍ରାମବାସୀ। #citykhabarbhadrak

Bhadrak Rural, Bhadrak | Jun 25, 2026

🚸 **ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପାଇଁ ଆଉ ଏକ ଦୃଢ଼ ପଦକ୍ଷେପ।** ✊

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଳ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ **"ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ"** ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଛି।

ପ୍ରତ୍ୟେକ ଶିଶୁଙ୍କ ହାତରେ ପୁସ୍ତକ ରହୁ, ଶ୍ରମର ଭାର ନୁହେଁ। ଆସନ୍ତୁ, ସମସ୍ତେ ମିଶି ଶିଶୁ ଶ୍ରମ ବିରୋଧରେ ସଚେତନ ହେବା ଓ ଏକ ସୁରକ୍ଷିତ, ଶିକ୍ଷିତ ଭବିଷ୍ୟତ ଗଢ଼ିବା। ❤️

#ChildLabourFreeOdisha #StopChildLabour #OSCPCR #Bhadrak #ChildRights #Awareness #RCNODIA #Odisha

🚸 **ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ପାଇଁ ଆଉ ଏକ ଦୃଢ଼ ପଦକ୍ଷେପ।** ✊ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଳ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ **"ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ"** ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଶିଶୁଙ୍କ ହାତରେ ପୁସ୍ତକ ରହୁ, ଶ୍ରମର ଭାର ନୁହେଁ। ଆସନ୍ତୁ, ସମସ୍ତେ ମିଶି ଶିଶୁ ଶ୍ରମ ବିରୋଧରେ ସଚେତନ ହେବା ଓ ଏକ ସୁରକ୍ଷିତ, ଶିକ୍ଷିତ ଭବିଷ୍ୟତ ଗଢ଼ିବା। ❤️ #ChildLabourFreeOdisha #StopChildLabour #OSCPCR #Bhadrak #ChildRights #Awareness #RCNODIA #Odisha

Bhadrak Rural, Bhadrak | Jun 25, 2026

📚 **ଏହା କି ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ର? ନା ସିଷ୍ଟମର ବିଫଳତା?**

ସ୍କୁଲରେ ପାଠ ପଢ଼ିବା ବୟସରେ କୋମଳମତି ଛାତ୍ରଛାତ୍ରୀଙ୍କ ହାତରେ ବହି ନୁହେଁ, ବରଂ ବାଲ୍ଟି, ପହଁରା ଓ ପାଇପ! 😔

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବାଟି ନୋଡାଲ ସ୍କୁଲର ଏହି ଦୃଶ୍ୟ ଅନେକ ପ୍ରଶ୍ନ ଛାଡ଼ିଯାଉଛି। ଛାତ୍ରଛାତ୍ରୀଙ୍କୁ ଏଭଳି ସଫେଇ କାମରେ ନିୟୋଜିତ କରିବା ପାଇଁ କୌଣସି ସରକାରୀ ନିୟମ ଅଛି କି? ଯଦି ନାହିଁ, ତେବେ ଦାୟୀ କିଏ?

ଶିକ୍ଷାର ମନ୍ଦିରରେ ପାଠପଢ଼ା ହେବା କଥା, ନା ସଫେଇ କାମ?

👉 ଏହି ଘଟଣା ଉପରେ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।

📢 ପୋଷ୍ଟଟିକୁ ଅଧିକରୁ ଅଧିକ **Share** କରନ୍ତୁ, ଯାହାଦ୍ୱାରା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନଜରକୁ ଏହି ଘଟଣା ଆସିପାରିବ।

#RCNODIA #BreakingNews #School #Education #Odisha #Balasore #Simulia #StudentRights #SchoolCleaning #ViralNews #OdiaNews

📚 **ଏହା କି ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ର? ନା ସିଷ୍ଟମର ବିଫଳତା?** ସ୍କୁଲରେ ପାଠ ପଢ଼ିବା ବୟସରେ କୋମଳମତି ଛାତ୍ରଛାତ୍ରୀଙ୍କ ହାତରେ ବହି ନୁହେଁ, ବରଂ ବାଲ୍ଟି, ପହଁରା ଓ ପାଇପ! 😔 ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବାଟି ନୋଡାଲ ସ୍କୁଲର ଏହି ଦୃଶ୍ୟ ଅନେକ ପ୍ରଶ୍ନ ଛାଡ଼ିଯାଉଛି। ଛାତ୍ରଛାତ୍ରୀଙ୍କୁ ଏଭଳି ସଫେଇ କାମରେ ନିୟୋଜିତ କରିବା ପାଇଁ କୌଣସି ସରକାରୀ ନିୟମ ଅଛି କି? ଯଦି ନାହିଁ, ତେବେ ଦାୟୀ କିଏ? ଶିକ୍ଷାର ମନ୍ଦିରରେ ପାଠପଢ଼ା ହେବା କଥା, ନା ସଫେଇ କାମ? 👉 ଏହି ଘଟଣା ଉପରେ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 📢 ପୋଷ୍ଟଟିକୁ ଅଧିକରୁ ଅଧିକ **Share** କରନ୍ତୁ, ଯାହାଦ୍ୱାରା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନଜରକୁ ଏହି ଘଟଣା ଆସିପାରିବ। #RCNODIA #BreakingNews #School #Education #Odisha #Balasore #Simulia #StudentRights #SchoolCleaning #ViralNews #OdiaNews

Bhadrak Rural, Bhadrak | Jun 25, 2026

🚨 ପୁରୀରେ ଅପରାଧୀଙ୍କ ଦୁଃସାହସର ଚରମ ସୀମା!

ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକୁ ଦିନ ବଢ଼ୁଥିବା ଅପରାଧ ଘଟଣା ମଧ୍ୟରେ ଏହି ହତ୍ୟାକାଣ୍ଡ ପୁରୀ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇଥିବା ଚର୍ଚ୍ଚା ହେଉଛି।

❓ ପୁରୀରେ ଆଇନଶୃଙ୍ଖଳା କେଉଁ ଦିଗକୁ ଯାଉଛି? ❓ ଅପରାଧୀଙ୍କ ମନରେ ପୋଲିସର ଭୟ କାହିଁକି ନାହିଁ?

ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ ଓ ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।

#Puri #BreakingNews #PuriPolice #CrimeNews #OdishaNews #Baliapanda #JagannathDham #RCNODIA #ଓଡ଼ିଶା_ଖବର #ବ୍ରେକିଂ_ନ୍ୟୁଜ #ପୁରୀ

🚨 ପୁରୀରେ ଅପରାଧୀଙ୍କ ଦୁଃସାହସର ଚରମ ସୀମା! ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକୁ ଦିନ ବଢ଼ୁଥିବା ଅପରାଧ ଘଟଣା ମଧ୍ୟରେ ଏହି ହତ୍ୟାକାଣ୍ଡ ପୁରୀ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇଥିବା ଚର୍ଚ୍ଚା ହେଉଛି। ❓ ପୁରୀରେ ଆଇନଶୃଙ୍ଖଳା କେଉଁ ଦିଗକୁ ଯାଉଛି? ❓ ଅପରାଧୀଙ୍କ ମନରେ ପୋଲିସର ଭୟ କାହିଁକି ନାହିଁ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ ଓ ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। #Puri #BreakingNews #PuriPolice #CrimeNews #OdishaNews #Baliapanda #JagannathDham #RCNODIA #ଓଡ଼ିଶା_ଖବର #ବ୍ରେକିଂ_ନ୍ୟୁଜ #ପୁରୀ

Bhadrak Rural, Bhadrak | Jun 24, 2026

ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ | RCN ODIA
#HimachalPradesh #RCNMedia nis:enabled=true nis:link/> #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ | RCN ODIA #HimachalPradesh #RCNMedia nis:enabled=true nis:link/> #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

Bhadrak Rural, Bhadrak | Jun 24, 2026