ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଅରବିନ୍ଦ ସ୍କୁଲରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ଜିଏମୟୁ ର ଉପରେଜିଷ୍ଟାର
ମହାନଗର ନିଗମ ଅନ୍ତର୍ଗତ ଅରବିନ୍ଦ ସ୍କୁଲ ରେ ଆଜି କାଞ୍ଚନ ପଣ୍ଡାଙ୍କ ଶୁଭ୍ର ମଲ୍ଲୀକା ନାମକ ଏକ ପୁସ୍ତକ ଉନ୍ମୋଚନ ହୋଇଯାଇଛି l ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଉପ ରେଜିଷ୍ଟାର ଉମା ଚରଣ ପତି, ବିଶିଷ୍ଟ ସାହିତ୍ୟିକ ଡ. ଦ୍ୱାରିକା ନାଥ ନାଏକ,ଡ. ଶିବପ୍ରିୟା ମିଶ୍ର ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ଐତିହାସିକ ଦୀପକ ପଣ୍ଡା ସଭାପତିତ୍ୱ କରିଥିଲେ l