ସମ୍ବଲପୁର ମ୍ୟୁନିସିପାଲଟି: ଗ୍ରୀନପାର୍କ ରେସିଡେନ୍ସି ଠାରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ଆଜି ସମ୍ବଲପୁର ସହରର ଗ୍ରୀନ ପାର୍କ ରେସିଡେନ୍ସି ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଲାୟନ୍ସ କ୍ଲବ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ ଓ ଗ୍ରୀନପାର୍କ ୱେଲଫେୟାର ସୋସାଇଟି ପକ୍ଷରୁ ମିଳିତ ଭାବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଅଙ୍କୁର ସିଂହଳ ଯୋଗଦାନ କରି ଉପସ୍ଥିତ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନତା ଆଧାରିତ ବିଭିନ୍ନ ଉପାଦେୟତା ପରାମର୍ଶ ଦେଇଥିଲେ।