Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
No video available

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ଠାରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ

କ୍ଷେତରାଜପୁର ଠାରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8.30 ସମୟରେ ଜଣେ ଯୁବକ ସ୍କୁଟି ରେ ତାଙ୍କ ଘରକୁ ଫେରୁଥିବା ସମୟରେ ଏକ କାର ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା l ଯାହାଫଳରେ ସେ ପଡି ଯାଇ ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ମେଡିକାଲ ଆଣି ଚିକିତ୍ସା କରାଇଥିଲେ l

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ଠାରେ ସଡ଼କ ଦୁର୍ଘଟଣା ଜଣେ ଯୁବକ ଆହତ - Sambalpur M News