Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ତଥା ସମଗ୍ର ପଶ୍ଚିମାଞ୍ଚଳ ର ପ୍ରାଥମିକ ସ୍କୁଲ ମାନଙ୍କରେ ନିଜସ୍ୱ ଭାଷା କୁ ନେଇ ଶିକ୍ଷା ଦେବା ପାଈଁ ଦାବି

ସମ୍ବଲପୁର ତଥା ସମଗ୍ର ପଶ୍ଚିମାଞ୍ଚଳ ର ପ୍ରାଥମିକ ସ୍କୁଲ ମାନଙ୍କରେ ନିଜସ୍ୱ ଭାଷା କୁ ନେଇ ଶିକ୍ଷା ଦେବା ପାଈଁ ଆଜି ଦିନ 12 ଟା ସମୟରେ ସମ୍ବଲପୁର ଭିନ୍ନ ଭିନ୍ନ ସଙ୍ଗଠନ ଜ଼ିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି l ନୂତନ ଶିକ୍ଷା ନିତୀ ଅନୁସାରେ ସମସ୍ତ ସ୍କୁଲ ମାନଙ୍କରେ ନିଜର ମାତୃଭାଷାରେ ଶିକ୍ଷା ଯୋଗାଇବା ପାଈଁ ଏକ ପ୍ରୟାସ ଆରମ୍ଭ କରାଯାଇଛି l ଯାହାଦ୍ୱାରା ଶିଶୁ ମାନେ ନିଜ ମାତୃଭାଷାରେ ପଢିବା ସହ ନିଜ ମାତୃଭାଷା ବିଷୟରେ ମଧ୍ୟ ଜାଣି ପାରିବେ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି l

MORE NEWS