ରାୟଗଡା: ରାୟଗଡ଼ା ବସଷ୍ଟାଣ୍ଡ ତହସିଲ ଛକରେ ମିଳିଲା ଏକ ଅଜଣା ଶିଶୁ, ଚିହ୍ନିଥିଲେ ଜଣାନ୍ତୁ
ରାୟଗଡ଼ା ବସଷ୍ଟାଣ୍ଡ ତହସିଲ ଛକ ନିକଟରେ ଏକ ଶିଶୁ ଏକୁଟିଆ ଅବସ୍ଥାରେ ମିଳିଛି। ପିଲାଟି କିଛି ବି କହୁ ନ ଥିବାରୁ ତା'ର ପରିଚୟ ମିଳିପାରୁନାହିଁ। ଦୟାକରି ଏହି ଭିଡ଼ିଓକୁ ସେୟାର କରନ୍ତୁ ଯାହାଫଳରେ ପିଲାଟି ତାର ପରିବାର ପାଖରେ ପହଞ୍ଚିପାରିବ।