ଆଜି ଵାଳମତୀ ଦେହୂରୀ ନର୍ସିଂ କଲେଜ କୁଚଣ୍ଡା ଆଡୁ ସମ୍ଵଲପୁରି ଦିନ୍ ପାଳିତ୍ ହେ୍ଇ ଯାଇଛେ।
ବାଳମତୀ ଦେହୁରୀ ନର୍ସିଂ କଲେଜ ସଭାଗୣହରେ ନର୍ସିଂ ଷ୍ଟାଫ ଓ ନର୍ସିଂ କଲେଜ ଛାତ୍ରୀ ମାନଙ୍କ ଆୟୗଜନରେ ସମ୍ଭଲପୁରୀ ଦିନ ଭଵ୍ୟତାର ସହିତ ପାଲିତ ହେଇଛେ।ଇଥିରେ ଛାତ୍ରୀ ଷ୍ଟାଫ ମାନେ ସମସ୍ତେ ସମ୍ଵଲପୁରୀ ଭାଷା ସ୍ଙସ୍କୣତିକେ ସମ୍ବଲପୁରୀ ଵସ୍ତ୍ର ପରିଧାନ, ବିଭିନ୍ନ ପ୍ରକାରର ସମ୍ଵଲପୁରି ତଥା ପଶ୍ଚିମ ଓଡିଶାର ଖାନ୍ ପାନ୍ ବିଶେଷ କରିଶୁଖା ଝୁରି,ହେଣ୍ଡୂଆ ଆଉ ପାତଲଘଣ୍ଟା ଚିଟିକା , ସଜନଶାଗ ସାଙ୍ଗେ ମାଖନ ପତର ଶାଗ ଭଜା,ବାସିପଖାଳ, ହେଣ୍ଡୁଆ ଚିଟିକା ଚଟପଟି ଆଉ ଝାଲମୁଢୀ ଟମାଟୋ ଚଟଣି ଵିଶେଷ ଆକର୍ଷଣିୟ ହେଇଥିଲା।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିନର ନିର୍ଦେଶକ ତଥା ପୂର୍ଵତନ ଵିଧାୟକ କୁଚିଣ୍ଡା ଓ ଲାଇକେରା ଶ୍ରୀ ବୣନ୍ଦାଵନ ମାଝୀ, ନର୍ସିଂ କଲେଜ ଅଧ୍ୟାପିକା ସାଲିନା ପଟେଲ,ତନୂଶ୍ରୀ ସେଠ, ଶୁଶ୍ରୀ ପଲ୍ଲଭୀ ତାଣ୍ଡିଆ ତଥା ଵିଭିନ୍ନ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତି ରେ ଛାତ୍ରୀମାନେ ଜଥାକ୍ରମେ ପ୍ରୀୟଙ୍କା, ପ୍ରଣତି, ସିମରନ୍, ରନ୍ଜିତା, କ୍ରିଷ୍ଣା, ଉଷ୍ମନ୍ତି, ତୁଲସି, ସୗନାଲି, ମିନୁ, ରିନୁ ତେଜଶ୍ରୀ, ରୀତା, କୁନ୍ତୀ, ସନ୍ଜୀତା, ଵଵ୍ଲୀ, ତନୁଜା, ସୁଜାତା, କୁମୗଦିନୀ, ଇଲାବତୀ, ଲିଖିତା ଭୂଲେଶ୍ବରୀ ପ୍ରମୁଖ ତଥା ବିଭିନ୍ନ ସମ୍ବଲପୁରୀ ନୣତ୍ୟ ଗୀତରେ ଅନ୍ସଗ୍ରହଣ କରିଥିବା ଛାତ୍ରୀ ମାନେ ହେଲେ ବଵ୍ଲି, ମିନୁ, ରିନୁ, ପ୍ରତୀମା, ରଜିତା, ପ୍ରୀୟଙ୍କା, ସିମରମ, ତନଜା, ଶ୍ରୀ ଵୣନ୍ଦାଵନ ମାଝୀ, ନିର୍ଦେଶକ ତଥା ପୂର୍ଵତନ ଵିଧାୟକ କୁଚିଣ୍ଡା ଓ ଲାଇକେରା। #kuchinda #kuchindatvlive #sambalpur #sambalpuridin #OdishaNews #BreakingNews