Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
amarkuchinda1122
କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ #amarkuchinda #kuchinda #sambalpur #BreakingNews #selfdefence_technique
Kochinda, Sambalpur
| Aug 6, 2026
#amarkuchinda
#kuchinda
#sambalpur
#breakingnews
#selfdefence_technique
MORE NEWS
କୁଚିଣ୍ଡା ନେ ଜୋର ବର୍ଷା ☔☔☔ #rainyday #heavyrain #kuchinda #amarkuvhinda #sambalpur
Kochinda, Sambalpur | Aug 7, 2026
ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା କୁଚିଣ୍ଡା: ସରସ୍ୱତୀ ଶିଶୁ-ବିଦ୍ୟାମନ୍ଦିର, କୁଚିଣ୍ଡା ଠାରେ ଜ୍ଞାନ ବିଜ୍ଞାନ ମେଳା ପାଳନ କରିଛି । ପ୍ରଧାନ ଆଚାର୍ଯ୍ୟ ପ୍ରଣବ ଦିୱେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟନାଥ ମିଶ୍ର ଯୋଗ ଦେଇଥିଲେ। ଅତିଥି ପରିଚୟ ଶ୍ରୀଯୁକ୍ତ ଡ଼ିଲେଶ୍ଵର ସାହୁ ଗୁରୁଜୀ ପ୍ରଦାନ କରିଥିଲେ । ଜ୍ଞାନବିଜ୍ଞାନ ମେଳା କାର୍ଯ୍ୟକ୍ରମ କୁ ବରିଷ୍ଟ ଗଣିତ ଗୁରୁଜୀ ଚନ୍ଦକାନ୍ତ ଦେଓ ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟ ଓମ୍ ପ୍ରସାଦ ମହାକୁଳ, ରୋମାଞ୍ଚ ସାହୁ , ବିକାଶ ନାୟକ ଓ ବିଦ୍ୟାଧର ସାହୁ ପରିଚାଳନାରେ ସହଯୋଗ କରିଥିଲେ କରିଥିଲେ । ପରିଚାଳନା ସମିତି ର ସମସ୍ତ କାର୍ଯ୍ୟ କର୍ତ୍ତା, ଗୁରୁଜୀ ଗୁରୁମା କାର୍ଯ୍ୟାଳୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । #kuchinda #kuchindatvlive #kuchindanews #sambalpurnews #OdishaNews #BreakingNews
Kochinda, Sambalpur | Aug 5, 2026
କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ୧୦ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିପଦ ସମୟରେ ନିଜର ସୁରକ୍ଷା ନିଜେ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଗୁରୁ ରୀତିକା ମହୋତୋ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ନୀତି-ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ସଚେତନ ଓ ସାହସୀ ହେବାକୁ ପରାମର୍ଶ ଦେଇଛନ୍ତି।ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ କଲେଜର ଶହ ଶହ ଛାତ୍ରୀ ଅଂଶଗ୍ରହଣ କରି ଆତ୍ମସୁରକ୍ଷାର କୌଶଳ ଶିଖିବାର ସୁଯୋଗ ପାଇବେ। କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। #kuchinda #kuchindacollege #kuchindatvlive #kuchindanews #BreakingNews
Kochinda, Sambalpur | Aug 5, 2026
କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ଏକ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବିପଦ ସମୟରେ ନିଜର ସୁରକ୍ଷା ନିଜେ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଶିକ୍ଷିକା ଭାବେ ପ୍ରଶିକ୍ଷଣ ଗୁରୁ ରୀତିକା ମହୋତୋ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଓ ନୀତି-ନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ସଚେତନ ଓ ସାହସୀ ହେବାକୁ ପରାମର୍ଶ ଦେଇଛନ୍ତି। #selfdefence #kuchinda #amarkuchinda #sambalpur #ଶକ୍ତିଶ୍ରୀ
Kochinda, Sambalpur | Aug 5, 2026
କୁଚିଣ୍ଡା କଲେଜରେ ୬ ଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ #amarkuchinda #kuchinda #sambalpur #BreakingNews #selfdefence_technique - Kochinda News