ତିଗିରିଆ: ପୁରୁଣା ତିଗିରିଆରୁ ବେଆଇନ ବାଣ ଜବତ ନେଇ ପ୍ରତିକ୍ରିୟା ରଖିଲେ ତିଗିରିଆ ଥାନା ଅଧିକାରୀ
ଗତକାଲି ତିଗିରିଆ ଥାନା ଅଧୀନରୁ ବେଆଇନି ବାଣ ଜବତ ନେଇ ଥାନା ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଘଟଣା ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ବିପୁଳ ପରିମାଣ ର ବାଣ ମଧ୍ୟ ଜବତ ହୋଇଛି।