ସୁନାବେଡା: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ନାତକଙ୍କ ପାଇଁ କ୍ୟାରିୟର ମାର୍ଗଦର୍ଶନ କାର୍ଯ୍ୟକ୍ରମ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଜନେସ ମ୍ୟାନେଜମେଣ୍ଟ ବିଭାଗ ଓ ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟଙ୍କ ଯୋଗାଯୋଗରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଭିନ୍ନ ବିଷୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଏଥିରେ ଭାଗ ନେଇଛନ୍ତି।