ସୁନାବେଡା: ସିମିଳିଗୁଡା କାକିଗାଁରେ ଚାଲିଥିବା ଫୁଟବଲ ମ୍ୟାଚରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି
କୋରାପୁଟ... ସିମିଳିଗୁଡା କାକିଗାଁ ରେ ଚାଲିଥିବା ଫୁଟବଲ ମ୍ୟାଚ୍ରେ ଆଜି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ଟୁରୁକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସସଭାପତି ସଭାପତି ରୂପକ ଟୁରୁକ୍ ଦୁଇ ଟି ଟିମର ଖେଳାଳି ଙ୍କ ସହ karmardan କରିବା ସହ ଦୁଇ ଟି ଟିମ ର khelili ଙ୍କୁ ଉଅଷ୍ଟାହିତ୍ କରିଥିଲେ । ଆଜିର ଏଇ କର୍ଯ୍ୟକର୍ମା ରେ ଅନ୍ୟ ମାନକ ମଧ୍ୟରେ ପୂର୍ବତନ ବିଧାୟଙ୍କ ନିମାଇଁ ସରକାର ଙ୍କ ସମେତ କୋରାପୁଟ ସାଂସଦ ptinidhy ଏବଂ ଅନ୍ୟ ମା ଗନୀ ବ୍ୟକ୍ତି ଉପଷ୍ଟିଟ ବେଥିଲେ।