Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ସୁନାବେଡା: କୋରାପୁଟ ସିମିଳିଗୁଡା କାକିଗାଁ ରେ ଅନୁଷ୍ଟିତ ଫୁଟବଲ ଫାଇନାଲ ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇ ଖେଲାଲି ଙ୍କୁ ଉସ୍ତାହିତ୍ କଲେ କୋରାପୁଟ ର ପୂର

Sunabeda, Koraput | Oct 12, 2025
ସିମିଳିଗୁଡା... ଆଜି ଦିନ 12 ଟା ବାଜି ତିରିଶି ମିନିଟ ସମୟରେ କୋରାପୁଟ ସିମିଳିଗୁଡା କାକିଗାଁ ରେ ଅନୁଷ୍ଟିତ ଫୁଟବଲ ଫାଇନାଲ ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇ ଖେଲାଲି ଙ୍କୁ ଉସ୍ତାହିତ୍ କଲେ କୋରାପୁଟ ର ପୂର୍ବତନ ବିଧାୟକ ରଘୁରାମ ପୋଡ଼ାଲ। ପୂର୍ବତନ ବିଧାୟକ ରଘୁରାମ ପୋଡାଲ ଙ୍କ ସହ ବିଜୁ ଜନତା ଦଳର ଜିଲ୍ଲା ମିଡ଼ିଆ ମୁଖ୍ୟ ଈଶ୍ୱର ଆଲାଡ .. ଯୁବ ନେତା ଅଶୋକ ପ୍ରଧାନ ଙ୍କ ସମେତ ସୁନାବେଡା ପୌର ପାଲିକା ର କାଉନସିଲର ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉଷ୍ଟାହିତ କରିଥିଲେ।