ସୁନାବେଡା .. ମଟର ସାଇକେଲ ରେ ହେଇଥିଲା ଦେଶୀ ମଦ ଚୋରାଚାଲାଣ। ମାଡି ବସିଲା କୋରାପୁଟ ଅବକାରୀ ବିଭାଗ ଓ ଜିଲ୍ଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଆଜି ଦିନ ଦୁଇ ଟା ସମୟରେ ସୁନାବେଡା ଥାନା ଭେଜାପୁଟ ରୁ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ।54 ଲିଟର ଦେଶି ମଦ ସହ ବାଏକ୍ ଜବତ କଲା କୋରାପୁଟ ଅବକାରୀ ବିଭାଗ। ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।