ମାଲକାନଗିରି–ହାଇଦ୍ରାବାଦ ବସ୍ ସେବାକୁ ନେଇ ଆପଣଙ୍କ ମତ କ’ଣ?
ଯାତ୍ରୀଙ୍କ ଅଭିଯୋଗ ଟିକେଟ୍ ମୂଲ୍ୟଠାରୁ ଅଧିକ ଟଙ୍କା ନେବା, ଗୋଟିଏ ସିଟ୍ରେ ଅଧିକ ଯାତ୍ରୀ ବସାଇବା ଏବଂ ଅଭିଯୋଗ କଲେ ଦୁର୍ବ୍ୟବହାର କରାଯିବା।
ଆପଣଙ୍କ ଅନୁଭୂତି କ’ଣ?
🔴 ଏଭଳି ଅଭିଯୋଗ ସତ୍ୟ
🟢 ମୋର ଏଭଳି ଅନୁଭୂତି ହୋଇନାହିଁ
🟡 ଏନେଇ ପ୍ରଶାସନ ଯାଞ୍ଚ କରିବା ଦରକାର
⚪ ମତାମତ କମେଣ୍ଟରେ ଦିଅନ୍ତୁ