#ଗଜପତିରେ_ପାହାଡ଼_ଧସିଲା !
ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପାରିଭେଟା ଗ୍ରାମ ନିକଟରେ ବଡ଼ ଧରଣର ଭୂସ୍ଖଳନ।
ରା.ଉଦୟଗିରି - ପରିମଳ ମୁଖ୍ୟ ରାସ୍ତା ଉପରେ ପାହାଡ଼ ମାଟି ଧସି ପଡ଼ିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗାଡ଼ି ମୋଟର ଚଳାଚଳ ବନ୍ଦ।ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ। ପ୍ରଶାସନ ଶୀଘ୍ର ରାସ୍ତା ସଫା କରୁ।
ଏହି ରାସ୍ତା ଦେଇ ଯାଉଥିବା ଲୋକେ ସତର୍କତା ଅବଲମ୍ବନ କରନ୍ତୁ।
#Gajapati #RUdayagiri #Landslide #OdishaNews #Paribheta
Bhubaneswar, Khordha | Sep 23, 2026