Public App Logo
Profile Picture

Zze24Odisha

@usr68477766
64Followers
0Following
କେମିତି ଦୃନିତୀ ହୁଏ ଆସନ୍ତୁ ଦେଖିବା ମେହେନ୍ଦି ନଗର ଗ୍ରାମ ପଞ୍ଚାୟତ ଅଫିସ୍ ରେ ଛୁଟି ଦିନରେ ବିନା ସରକାରୀ ଅଧିକାରୀ କେମିତି ଚାଲିଛି ମେହେନ୍ଦି ନଗର ଗ୍ରାମ ପଞ୍ଚାୟତ ଅଫିସ୍ ଛାତ ପକା ଅଭିଯୋଗ କଲେ ଶୁଣୁନାହାନ୍ତି ଜେଇ ବାବୁ
କଳପଡା ରଂଜନ ସାରଙ୍କ କେମିତି ଅଶ୍ଳିଳ ଭାଷା ପ୍ରୟୋଗ କରୁଛନ୍ତି 
ଆଗକୁ ଆହୁରି ଅଛି ହଜାରୀ ଛକରେ ଡ୍ରାଇଭ୍ କୁ ମାଡ଼ ମାରିବାର ସିସିଟିଭି କ୍ୟାମେରା ଫୁଟେଜ ଆସୁଛି
ବାହୁବଳୀ ଶିକ୍ଷକ ପାଇଁ ୫୦ ପରିବାର ପୋଟରେ ନାତ କଳପଡା ପୋଲ ନିକଟରେ ବୁଲି ବୁଲୁ ଡୋଜର ୫୦ ପରିବାର ଦୋକାନ ଘର ଓପରେ
ମହାପ୍ରଭୁଙ୍କ ଅଣସର ନୀତି: ଚତୁର୍ଦ୍ଧା ମୂରତିଙ୍କ ସୁସ୍ଥତା ପାଇଁ ଆୟୁର୍ବେଦିକ ଚିକିତ୍ସା।
ପୁରୀ ବିଦ୍ୟୁତ୍ ବିଭାଗରେ ମନମାନି: ନୂତନ ସଂଯୋଗ ପାଇଁ ୪ ମାସ ହେଲା ଖାଉଛନ୍ତି ଚକ୍କର।
ବାହୁବଳୀ ଶିକ୍ଷକ ଜବରଦଖଲ ଜାଗାକୁ ଉଚ୍ଛେଦ କଲା ପ୍ରଶାସ କେନ୍ଦ୍ରାପଡ଼ା ଜିଲ୍ଲାର କଳପଡା ପୋଲ ନିକଟରେ
କଳପଡା ଛକ ନିକଟରେ ସରକାରୀ ଶିକ୍ଷା ରଂଜନ ନାୟକ  ଜବରଦଖଲ ଜାଗାକୁ ଉଚ୍ଛେଦ କଲା ପ୍ରଶାସ
ଆଜି ଫେସବୁକ୍ ରୁ ପ୍ରଥମ ଥର  ପରିଶ୍ରମ ଫଳ ମିଳିଲା ଆମର ZZE24 ODISHA ର ଫେସବୁକ୍ ବଂଧୁ ମାନଙ୍କୁ ହାର୍ଦିକ ଅଭିନନ୍ଦନ ଧନ୍ୟବାଦ ଜଣାଉଛୁ
ଖୋଲିଲା ହୀରାକୁଦର ୪ ଗେଟ୍, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂଜାର୍ଚନା ପରେ ହୀରାକୁଦ ବନ୍ଧର ଗେଟ ଖୋଲାଯାଇଥିଲା। ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲା, ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ଖୋଲାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।  

ମୁଖ୍ୟ କାରଣ
• ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରଚୁର ବନ୍ୟାଜଳ ପ୍ରବେଶ କରିଥିଲା।   • ବନ୍ଧର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୧୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।   • ପାଣିପାଗ ବିଭାଗ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ଜଳସ୍ତର ନିୟନ୍ତ୍ରଣ ପାଇଁ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଶ୍ରୀମନ୍ଦିର ଉପରେ ବେଆଇନ ଡ୍ରୋନ୍ ଉଡ଼ାଇ କଲିକତା ଯୁବକ ଅଟକ
୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଆସନ୍ତା ୨୧ ତାରିଖରେ OSWAN ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। 

ବୈଠକର ମୁଖ୍ୟ ଏଜେଣ୍ଡା:
• ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଯୋଗ ଦେବେ • ଡୋର୍ ଟୁ ଡୋର୍ ସର୍ଭେର ସମୀକ୍ଷା ହେବ • DC ବିଲ୍ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍ ଉପରେ ଆଲୋଚନା ହେବ 
୨୦୨୭ ନିର୍ବାଚନ ପାଇଁ ଏହା ପ୍ରଥମ ବଡ଼ ପଦକ୍ଷେପ। ପ୍ରସ୍ତୁତି ଠିକ୍ ସମୟରେ ସାରିବା ପାଇଁ କମିଶନ ଏବେଠାରୁ ତତ୍ପରତା ଦେଖାଇଛନ୍ତି। 

<nis:link nis:type=tag nis:id=ପଞ୍ଚାୟତ_ପୌର_ନିର୍ବାଚନ nis:value=ପଞ୍ଚାୟତ_ପୌର_ନିର୍ବାଚନ nis:enabled=true nis:link/> <nis:link nis:type=tag nis:id=ଓଡିଶା_ଅପଡେଟ୍ nis:value=ଓଡିଶା_ଅପଡେଟ୍ nis:enabled=true nis:link/>
ଯିଏ ବିହନ ବୁଣିଥିଲେ, ସେ ଆଜି ବଗିଚାରେ ନାହାନ୍ତି। ZZE24 ODISHA NEWS ର ଜନ୍ମଦାତା ଆଜି ଅନ୍ୟ ଘରର ଆଲୋକ ସଜାଉଛନ୍ତି। ହେଲେ ଯେଉଁ ଚାରାକୁ ସେ ପାଣି ଦେଇଥିଲେ, ଆଜି ତାହା ମହାବୃକ୍ଷ ହୋଇ ଓଡ଼ିଶା ଆକାଶରେ ଛାଇ ଦେଉଛି। ସେ ହୁଏତ ଭୁଲିଯାଇଛନ୍ତି, କିନ୍ତୁ ଏହି ଚ୍ୟାନେଲ୍ ତାଙ୍କ ହାତର ସ୍ପର୍ଶକୁ କେବେବି ଭୁଲିବନି।

ZZE24 ODISHA NEWS ର ପ୍ରତିଷ୍ଠାତା ସଦସ୍ୟ ଆଜି ଆମ ସହିତ ନ ଥିଲେ ମଧ୍ୟ, ତାଙ୍କର ଅବଦାନ ଅତୁଳନୀୟ। ବର୍ତ୍ତମାନ ସେ ଅନ୍ୟ ଏକ ସଂସ୍ଥାରେ କାର୍ଯ୍ୟରତ। ଆଜି ଚ୍ୟାନେଲ୍ ଯେଉଁ ଶିଖରରେ ପହଞ୍ଚିଛି, ତାହାର ମୂଳଦୁଆ ସେ ହିଁ ପକାଇଥିଲେ। ZZE24 ODISHA NEWS ପରିବାର ତାଙ୍କ ପ୍ରତି ସର୍ବଦା କୃତଜ୍ଞ
ସମୟ ବଦଳେ, ମଣିଷ ବଦଳନ୍ତି, କିନ୍ତୁ କିଛି ଅବଦାନ ଇତିହାସ ହୋଇଯାଏ।

ZZE24 ODISHA NEWS କୁ ଜନ୍ମ ଦେଇଥିବା ମଣିଷ ଆଜି ଆମ ସହ ନାହାନ୍ତି, କିନ୍ତୁ ତାଙ୍କ ସ୍ବପ୍ନ ଆଜି ଲକ୍ଷ ଲକ୍ଷ ଘରେ ପହଞ୍ଚିଛି।

ସେ ଭୁଲିଗଲେ ବି ଆମେ ଭୁଲିବୁନି। ସେହି ଛୋଟ ପିଲାଟି ଆଜି ବଡ଼ ହୋଇସାରିଲାଣି। 🙏
ଶ୍ରୀମନ୍ଦିର ଉପରେ ବେଆଇନ ଡ୍ରୋନ୍ ଉଡ଼ାଇ କଲିକତା ଯୁବକ ଅଟକ

ପୁରୀ: ଆଜି ଭୋର ୫:୩୦ରେ ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ଡ୍ରୋନ୍ ଉଡ଼ାଉଥିବା କଲିକତାର ଜୟକୃଷ୍ଣ ମଣ୍ଡଳଙ୍କୁ ପୁରୀ ପୋଲିସ ଅଟକ କରିଛି। ଏସ୍ପି ପ୍ରତୀକ ସିଂଙ୍କ ନିର୍ଦେଶରେ ସିଂହଦ୍ୱାର ଥାନା ପୋଲିସ ମାଟିମଣ୍ଡପ ସାହିରୁ ତାଙ୍କୁ ଧରିବା ସହ ଡ୍ରୋନ୍ ଜବତ କରିଛି। 

ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା କରାଯାଉଛି। ବିନା ଅନୁମତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ। ପୋଲିସ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଏପରି ନ କରିବାକୁ ଚେତାବନୀ ଦେଇଛି।
ହତ୍ୟାକାରୀ ଗିରଫ ଦାବିରେ ଶବ ରଖି ରାସ୍ତାରୋକ, ଟାୟାର ଜାଳିଲେ ଉତ୍ତ୍ୟକ୍ତ ଲୋକେ
ଖୋଲିଲା ହୀରାକୁଦର ୪ ଗେଟ୍, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂଜାର୍ଚନା ପରେ ହୀରାକୁଦ ବନ୍ଧର ଗେଟ ଖୋଲାଯାଇଥିଲା। ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲା, ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ଖୋଲାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।  

ମୁଖ୍ୟ କାରଣ
• ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରଚୁର ବନ୍ୟାଜଳ ପ୍ରବେଶ କରିଥିଲା।   • ବନ୍ଧର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୧୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।   • ପାଣିପାଗ ବିଭାଗ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ଜଳସ୍ତର ନିୟନ୍ତ୍ରଣ ପାଇଁ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଆଜି ଫେସବୁକ୍ ରୁ ପ୍ରଥମ ଥର  ପରିଶ୍ରମ ଫଳ ମିଳିଲା ଆମର ZZE24 ODISHA ର ଫେସବୁକ୍ ବଂଧୁ ମାନଙ୍କୁ ହାର୍ଦିକ ଅଭିନନ୍ଦନ ଧନ୍ୟବାଦ ଜଣାଉଛୁ
କେନ୍ଦ୍ରାପଡ଼ା ଡେରାବିଶ ଶାବଳ ଆକ୍ରମଣ ଘଟଣା: ଚିକିତ୍ସାଧୀନ ଶଶିକାନ୍ତ ଦାସଙ୍କ ମୃତ୍ୟୁ, ରାଜରାସ୍ତାରେ ଶବ ରଖି ଲୋକଙ୍କ ବିକ୍ଷୋଭ

କେନ୍ଦ୍ରାପଡ଼ା, ଜୁଲାଇ ୮: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନରଣପଡା ଗ୍ରାମରେ ଘଟିଥିବା ଚର୍ଚିତ ଶାବଳ ଆକ୍ରମଣ ଘଟଣା ଏବେ ଦୁଃଖଦ ମୋଡ଼ ନେଇଛି। ଆକ୍ରମଣରେ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିବା ଶଶିକାନ୍ତ ଦାସଙ୍କର ମୃତ୍ୟୁ ଘଟିଛି।

ଘଟଣାର ପୃଷ୍ଠଭୂମି  
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ନୀଳାନ୍ଦ୍ରି ଦାସ ତାଙ୍କ ସମ୍ପର୍କୀୟ ଖୁଡିଙ୍କୁ ପ୍ରେମ ନିବେଦନ କରିଥିଲେ। ଏଥିରେ ବିଫଳ ହେବା ପରେ ସେ ଉତ୍ତ୍ୟକ୍ତ ହୋଇ ସମ୍ପର୍କୀୟ ଦାଦା ଶଶିକାନ୍ତ ଦାସଙ୍କ ଉପରେ ଶାବଳରେ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଆକ୍ରମଣରେ ଶଶିକାନ୍ତ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ମୃତ୍ୟୁ ପରେ ଉତ୍ତେଜନା  
ଦୀର୍ଘଦିନର ଚିକିତ୍ସା ପରେ ଶଶିକାନ୍ତ ଦାସଙ୍କର ମୃତ୍ୟୁ ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆଜି ମୃତକଙ୍କ ପରିବାର ସଦସ୍ୟ, ଚାନ୍ଦୋଳ ବଜାର କମିଟି ଓ ଶତାଧିକ ସ୍ଥାନୀୟ ଲୋକ ଏକାଠି ହୋଇ ଶଶିକାନ୍ତଙ୍କ ମୃତଦେହକୁ ରାଜରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ରାସ୍ତା ଅବରୋଧ ଓ ଦାବି  
ବିକ୍ଷୋଭକାରୀମାନେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ:
1. ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ: ଅଭିଯୁକ୍ତ ନୀଳାନ୍ଦ୍ରି ଦାସକୁ ତୁରନ୍ତ ଗିରଫ କରି କଠୋରୁ କଠୋର ଦଣ୍ଡବିଧାନ କରାଯାଉ। 2. ପୀଡ଼ିତ ପରିବାରକୁ ନ୍ୟାୟ: ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ। 3. ସରକାରୀ ସହାୟତା: ପୀଡ଼ିତ ପରିବାରକୁ ସରକାରୀ ଆର୍ଥିକ ସହାୟତା ଓ ଥଇଥାନ ଯୋଗାଇ ଦିଆଯାଉ। 
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ମାମଲାର ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ଥାନୀୟ ପ୍ରତିକ୍ରିୟା  
ଏହି ଘଟଣାକୁ ନେଇ ନରଣପଡା ଓ ଆଖପାଖ ଅଞ୍ଚଳରେ ଶୋକ ସହ ଆକ୍ରୋଶର ବାତାବରଣ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏପରି ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଆପଦକାଳୀନ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ: ପୁରୀରେ ହେଲା ବ୍ୟାପକ ମକ୍ ଡ୍ରିଲ୍।
ପୁଅ-ବୋହୂ ଅତ୍ୟାଚାରେ ଅତିଷ୍ଠ ବୃଦ୍ଧ ବାପା-ମା’ଙ୍କ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା, ସାମ୍ବାଦିକ ରାଧାକାନ୍ତ ମହାନ୍ତିଙ୍କ ସହାୟତା
ଛାତିରେ କୋହ, ଆଉ ଆଖିରୁ ଲୁହ ଝରି ଆସୁଛି। 
ହାତ ପତାଇ କରୁଛି ନ୍ୟାୟ ଭିକ୍ଷା ବୁଢୀ ମା
ଜିଲ୍ଲାପାଳଙ୍କୁ। ପୁଅ ବୋହୂର ଅତ୍ୟାଚାର 
ସହିନପାରି କୁ ନ୍ୟାୟ ମାଗୁଛି ବୁଢୀ ବୁଢ଼ା ବାପା
ପୁଅ ଜନ୍ମ କରିବା କଣ ପାପ ନ୍ୟାୟପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେଲେ ବାପା ମାଆ
ଏହିପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ
<nis:link nis:type=tag nis:id=ପଶୁ_ଡାକ୍ତରଖାନା_ଭିତରେ_ପଶୁ_ଡାକ୍ତର_ଅଭିଜିତ୍_ପ୍ରଧାନ nis:value=ପଶୁ_ଡାକ୍ତରଖାନା_ଭିତରେ_ପଶୁ_ଡାକ୍ତର_ଅଭିଜିତ୍_ପ୍ରଧାନ nis:enabled=true nis:link/> କି_ଅବସ୍ଥା ମାର୍ଶାଘାଇ ହିନ୍ଦୁଳିଆ <nis:link nis:type=tag nis:id=directorate_of_animal_husbandry nis:value=DIRECTORATE_of_ANIMAL_Husbandry nis:enabled=true nis:link/>  <nis:link nis:type=tag nis:id=odisha nis:value=odisha nis:enabled=true nis:link/> <nis:link nis:type=tag nis:id=zze24_odisha nis:value=Zze24_odisha nis:enabled=true nis:link/>
କାନ୍ଦି କାନ୍ଦି _କହିଲେ_ଖୁଡ଼ି ପୁତୁରା_ମୋତେ. ଖରାପ୍ ନଜରରେ ଦେଖୁଥିଲା
<nis:link nis:type=tag nis:id=ମାର୍ଶାଘାଇ_ଅଂଚଳରେ_ମାରିଛନ୍ତି_ମଦୁଆ_ପଶୁ_ଡାକ୍ତର nis:value=ମାର୍ଶାଘାଇ_ଅଂଚଳରେ_ମାରିଛନ୍ତି_ମଦୁଆ_ପଶୁ_ଡାକ୍ତର nis:enabled=true nis:link/>  <nis:link nis:type=tag nis:id=zze24_odisha nis:value=ZZE24_ODISHA nis:enabled=true nis:link/> #