ଭଦ୍ରକ: #ଡ୍ରେନକୁ_ବ୍ୟକ୍ତିଗତ_ଭାବେ_ଜବର_ଦଖଲ, ବର୍ଷାଜଳ ନିଷ୍କାସନରେ ହେଉଛି ବାଧା । ଭଦ୍ରକ ପୌରାଞ୍ଚଳ ୯ନମ୍ବର ୱାର୍ଡ଼ ଜାନୁଗଞ୍ଜ ସଂଖାରି ସାହିରେ ସରକାରୀ ଜାଗାକୁ ମାଡ଼ି ବସିଛନ୍ତି ଲୋକେ। ଯାତାୟତ ରାସ୍ତା ହେଉଛି ସଙ୍କୁଚିତ। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଆଗକୁ ଆନ୍ଦୋଳନ ଚେତାବନୀ।
#ciktykhabarbhadrak
Bhadrak Rural, Bhadrak | Aug 21, 2026