Public App Logo
Profile Picture

Sanjaya Kumar Naik

@sanjayakumar.naik
106001Followers
8Following
ଟିଟିଲାଗଡ: ସୂର୍ଯ୍ୟମଣିପାଢୀ ମେମୋରିଆଲ ଉତ୍କକ ଶ୍ରୀ ୨୦୨୬ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବିଷୟରେ ବକ୍ତବ୍ୟ ପ୍ରଦାନ କଲେ ଶ୍ରୀଯୁକ୍ତ କମ୍ଭୁପାଣି ପାଢୀ
ଟିଟିଲାଗଡ: ଫେବୃଆରୀ ମାସ ୨୭ ଏବଂ ୨୮ ରେ ଟିଟିଲାଗରେ ଅନୁଷ୍ଠିତ ହେବ ସୂର୍ଯ୍ୟମଣି ପାଢୀ ମେମୋରିଆଲ ଉତ୍କକ ଶ୍ରୀ ୨୦୨୬ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା
ଟିଟିଲାଗଡ: ଏସସିଏସଟିଙ୍କୁ ତାଙ୍କର ହକ ଦେବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଗଣଧାରଣାରେ ସାମିଲ ହେଲେ ଟିଟିଲାଗଡ଼ର ବିରେନ୍ଦ୍ର ବାଗ
ଟିଟିଲାଗଡ: ଭୁବନେଶ୍ବର ଲୋୟର ପି ଏମ୍ ଜି ଠାରେ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଟିଟିଲାଗଡ଼ର ବିଜେଡି ନେତ୍ରୀ ଟୁକୁନି ସାହୁ
ଟିଟିଲାଗଡ: ଟିଟିଲାଗଡ ବ୍ଲକ ଶଗଡ଼ ଘାଟ ପଞ୍ଚାୟତ ଅନ୍ତର୍ଗତ ଶିକେର ଆନନ୍ଦ ପଡ଼ାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ
ଟିଟିଲାଗଡ: ସଇଁତଳା ବ୍ଲକ ଆମପାଲି ଗ୍ରାମରେ ରାବଣ ଦରବାରରେ ଯୋଗଦେଲେ ବିଧାୟକ ନବିନ ଜୈନ
ଟିଟିଲାଗଡ: ସରକାରୀ ଓକିଲ ନିଯୁକ୍ତ ହେବା ପରେ ଟିଟିଲାଗଡ ଓକିଲ ସଙ୍ଘର ସଭା ଗୃହରେ କରାଗଲା ସମ୍ବର୍ଦ୍ଧିତ
ଟିଟିଲାଗଡ: ଟିଟିଲାଗଡ ରେଲା ଷ୍ଟେସନ ସିର ଭଟା ପଡ଼ା ପାଖର ସର୍ବ ସାଧାରଣ ଶୌଚାଳୟ ପୁଣି କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରେନ୍ଦ୍ର ବାଗ
ଟିଟିଲାଗଡ: ଟିଟିଲାଗଡ ବ୍ଲକ ଡଙ୍ଗରପଡ଼ା ଗାଁ ସ୍କୁଲର ଅବସ୍ଥା ଶୋଚନୀୟ, ଯଥା ଶୀଘ୍ର ଗୃହ ନିର୍ମାଣ ସହ ଶିକ୍ଷକ ପଦବୀ ପୂରଣ ଦାବି
ଟିଟିଲାଗଡ: ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରାଙ୍କ ପତ୍ନୀଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଲେ ବିଭିନ୍ନ ଦଳର ନେତା ଓ କର୍ମୀ
ଟିଟିଲାଗଡ: ଆଜି ସଇଁତଳା ଓ ଟିଟିଲାଗଡ ବିଜେପି କାର୍ଯ୍ୟଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୧ ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ କର୍ମକର୍ତ୍ତା
ଟିଟିଲାଗଡ: ଟିଟିଲାଗଡ଼ ସର୍ଗିଗୁଡା କାଳୀ ମନ୍ଦିର ପ୍ରାଙ୍ଗଣରେ ଶିବ ମନ୍ଦିର ପ୍ରତିଷ୍ଠା ଓ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ଟିଟିଲାଗଡ: ସଇଁତଳାର ଗିରି ଗୋବର୍ଦ୍ଧନ ମନ୍ଦିର ପରିସରରେ ନବ ନିର୍ମିତ ଯାଦବ ଭବନର ଶୁଭ ଉଦଘାଟନ
ଟିଟିଲାଗଡ: ତୁଷୁରା ଠାରେ ଆୟୋଜିତ ସଭାରେ ଯୁବ ପିଢ଼ିଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇବାକୁ ଆହ୍ଵାନ ଦେଲେ କଂଗ୍ରେସ ନେତା ବିରେନ୍ଦ୍ର ବାଗ
ଟିଟିଲାଗଡ: ଟିଟିଲାଗଡ଼ ରେଳ ଷ୍ଟେସନରେ ଚାମ୍ପରିଂ ମେସିନ ସମ୍ବନ୍ଧିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଟିଟିଲାଗଡ: ବଲାଙ୍ଗିର ଜିଲ୍ଲାରେ ସରକାରୀ ଇଞ୍ଜିନିୟରିଂ ଓ କୃଷି ମହାବିଦ୍ୟାଳୟ ହେବ ପ୍ରତିଷ୍ଠା -ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଲେ ଦୁଇ ବିଧାୟକ
ଟିଟିଲାଗଡ: ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ରାଜ୍ୟ ବଜେଟରେ ପ୍ରାବଧାନ କରିଥିବାରୁ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ଦେଲେ ଧନ୍ୟବାଦ
ଟିଟିଲାଗଡ: ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କ ବାର୍ଦ୍ଧକ୍ୟ ଭତ୍ତା ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଟିଟିଲାଗଡ: ବିଜୁ ମହିଳା ଜନତା ଦଳର କର୍ମୀ ସମ୍ମିଳନୀ ଭୁବନେଶ୍ଵର ଶଙ୍ଖ ଭବନ ଠାରେ ଆୟୋଜିତ - ଯୋଗଦେଲେ ଟୁକୁନି ସାହୁ, ଗୀତା ବିଶି ଓ ଅନ୍ୟ ମହିଳା ସଦସ୍ୟା
ଟିଟିଲାଗଡ: ଟିଟିଲାଗଡ଼ ମହାଶିବରାତ୍ରିର ନାମ ସଙ୍କୀର୍ତ୍ତନ ଓ ହୋମଯଜ୍ଞ ର ପୂର୍ଣ୍ଣାହୁତି ପଡ଼ିବା ପରେ କର୍ତ୍ତାଙ୍କ ପ୍ରତିକ୍ରିୟା
ଟିଟିଲାଗଡ: ଟିଟିଲାଗଡ଼ ମହାଶିବରାତ୍ରି ପାଇଁ ଆୟୋଜିତ ହୋମଯଜ୍ଞର ପଡ଼ିଲା ପୂର୍ଣ୍ଣାହୁତି - ମେଳା ଚାଲିବ ୨୨ ତାରିଖ ପର୍ଯ୍ୟନ୍ତ
ଟିଟିଲାଗଡ: ଟିଟିଲାଗଡ଼ ଥାନା ପକ୍ଷରୁ ପ୍ରେସ ନୋଟ ଦେଲେ ଥାନାଧିକାରୀ - ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର ୪ ଯୁବକ ଗିରଫ
ଟିଟିଲାଗଡ: ଟିଟିଲାଗଡ଼ର ମହା ଶିବରାତ୍ରି ଅବସରରେ ଆଜି ପ୍ରଭୁ ଧବଳେଶ୍ଵରଙ୍କ ଦର୍ଶନ ଲାଭ କଲେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି
ଟିଟିଲାଗଡ: ମାନସିକ ପୂରଣ ହୋଇଥିବା ବିଷୟରେ ମୁମ୍ବାଇର ରାଜୁ ସରାଫ ଓ ଛତିଶଗଡ଼ ରାୟଗଡ଼ର ପ୍ରଦୀପ ଗର୍ଗ ନିଜ ବକ୍ତବ୍ୟରେ କହିଛନ୍ତି
ଟିଟିଲାଗଡ: ପୁଅ ଝିଅର ବିବାହ ମାନସିକ ପୂରଣ ହେବାରୁ ଦାଦିଜି ରାଣିସତି ମନ୍ଦିର ଟିଟିଲାଗଡ଼କୁ ଆସି ଦର୍ଶନ କଲେ ମୁମ୍ବାଇ ଓ ରାୟଗଡ଼ର ଭକ୍ତ