ଟିଟିଲାଗଡ: ଟିଟିଲାଗଡ ରେଲା ଷ୍ଟେସନ ସିର ଭଟା ପଡ଼ା ପାଖର ସର୍ବ ସାଧାରଣ ଶୌଚାଳୟ ପୁଣି କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରେନ୍ଦ୍ର ବାଗ
ଟିଟିଲାଗଡ଼ ରେଳଷ୍ଟେସନ ସିରଭଟାପଡା ପାଖର ସର୍ବ ସାଧାରଣ ଶୋଚାଳୟ ଆରମ୍ଭ କରିକି ଏଇଟା କୁ ବି ବନ୍ଦ କରି ଦେଇଛନ୍ତି,ଯଥାଶୀଘ୍ର କାର୍ଯ୍ୟ କାରି କରାଯାଉ. ସାଧାରଣ ଯାତ୍ରୀ ଓ ଜନତା ସୁଭିଧା ପାଇ ପାରିବେ