ଟିଟିଲାଗଡ: ଟିଟିଲାଗଡ ବ୍ଲକ ଶଗଡ଼ ଘାଟ ପଞ୍ଚାୟତ ଅନ୍ତର୍ଗତ ଶିକେର ଆନନ୍ଦ ପଡ଼ାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ
ଆଜି ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତ ଅନ୍ତର୍ଗତ ସିକେର ଆନନ୍ଦପଡ଼ା ଗ୍ରାମରେ ଆୟୋଜିତ ପବିତ୍ର ଅଷ୍ଟପ୍ରହର ନାମଯଜ୍ଞ ଅବସରରେ ଭକ୍ତିମୟ କଳସ ଯାତ୍ରାରେ ସାମିଲ ହେଲେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ।ପ୍ରଭୁଙ୍କ ଚରଣରେ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଲି।