Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଟିଟିଲାଗଡ: ସଇଁତଳା ବ୍ଲକ ଆମପାଲି ଗ୍ରାମରେ ରାବଣ ଦରବାରରେ ଯୋଗଦେଲେ ବିଧାୟକ ନବିନ ଜୈନ

Titlagarh, Balangir | Feb 23, 2026
ସଇଁତଳା ବ୍ଲକ ଆମପାଲି ଗ୍ରାମରେ ଷୋହଳ ପ୍ରହରୀ ଅଧିବାସ ଓ ଭବ୍ୟ ରାବଣ ଦରବାର କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀଙ୍କ ସହ ଆନନ୍ଦ ଓ ଉତ୍ସାହର ମାହୋଲରେ ସମୟ ବିତାଇଲେ ବିଧାୟକ। ଏହି ପାରମ୍ପରିକ ଉତ୍ସବ ଆମ ଅଞ୍ଚଳର ଲୋକସଂସ୍କୃତି, ଐତିହ୍ୟ ଓ ସାମୁଦାୟିକ ଏକତାର ଜୀବନ୍ତ ଚିତ୍ର ପ୍ରଦର୍ଶନ କରେ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରାବଣ ଦରବାରର ଆକର୍ଷଣୀୟ ପ୍ରସ୍ତୁତି ସମସ୍ତଙ୍କୁ ମନ୍ମୁଗ୍ଧ କରିଥିଲା।

MORE NEWS

ଟିଟିଲାଗଡ: ସଇଁତଳା ବ୍ଲକ ଆମପାଲି ଗ୍ରାମରେ ରାବଣ ଦରବାରରେ ଯୋଗଦେଲେ ବିଧାୟକ ନବିନ ଜୈନ - Titlagarh News