Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ଟିଟିଲାଗଡ: ଟିଟିଲାଗଡ ବ୍ଲକ ଡଙ୍ଗରପଡ଼ା ଗାଁ ସ୍କୁଲର ଅବସ୍ଥା ଶୋଚନୀୟ, ଯଥା ଶୀଘ୍ର ଗୃହ ନିର୍ମାଣ ସହ ଶିକ୍ଷକ ପଦବୀ ପୂରଣ ଦାବି

Titlagarh, Balangir | Feb 22, 2026
ଟିଟିଲାଗଡ଼ ବ୍ଲକ ର ଡ଼ଙ୍ଗରପଡା ଗାଁ ର ୮ଷ୍ଟମ କ୍ଲାସ ଯାଏଁ ଅଛି ହେଲେ ମାତ୍ର ୨ଗୋଟି କ୍ଲାସ ରୁମ ଅଛି ଛୁଆ ମାନେ ଦୁଇଟା ରୁମ ରେ ଛେଳି ମେଣ୍ଡା କୁ ଭରିଲା ଭଳିଆ ଭରିକି ଶିକ୍ଷା ହେଉଛି ସେଥିରେ ପୁଣି ମାତ୍ର ୩ଗୋଟି ଶିକ୍ଷକ ଅଛନ୍ତି ଶିକ୍ଷା କେଉଁ ବାଟରେ ଯାଉଛି. ଯଥାଶୀଘ୍ର ଗୃହ ନିର୍ମାଣ ଓ ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ମାନଙ୍କ ସହିତ କଂଗ୍ରେସ୍ ନେତା ବିରେନ୍ଦ୍ର ବାଗଙ୍କ ଦାବି

MORE NEWS

ଟିଟିଲାଗଡ: ଟିଟିଲାଗଡ ବ୍ଲକ ଡଙ୍ଗରପଡ଼ା ଗାଁ ସ୍କୁଲର ଅବସ୍ଥା ଶୋଚନୀୟ, ଯଥା ଶୀଘ୍ର ଗୃହ ନିର୍ମାଣ ସହ ଶିକ୍ଷକ ପଦବୀ ପୂରଣ ଦାବି - Titlagarh News