Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଟିଟିଲାଗଡ: ବିଜୁ ମହିଳା ଜନତା ଦଳର କର୍ମୀ ସମ୍ମିଳନୀ ଭୁବନେଶ୍ଵର ଶଙ୍ଖ ଭବନ ଠାରେ ଆୟୋଜିତ - ଯୋଗଦେଲେ ଟୁକୁନି ସାହୁ, ଗୀତା ବିଶି ଓ ଅନ୍ୟ ମହିଳା ସଦସ୍ୟା

Titlagarh, Balangir | Feb 20, 2026
ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ବୈଠକରେ ଯୋଗଦେଇ କିଭଳି ଭାବରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ ମଜଭୁତ ହେବ ବୋଲି ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ, ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମତୀ ଗୀତା ବିଶି ଏବଂ ଅନ୍ୟାନ୍ୟ ମହିଳା ସଦସ୍ୟ ମାନେ ଉପସ୍ଥିତ ଥିଲେ
ଟିଟିଲାଗଡ: ବିଜୁ ମହିଳା ଜନତା ଦଳର କର୍ମୀ ସମ୍ମିଳନୀ ଭୁବନେଶ୍ଵର ଶଙ୍ଖ ଭବନ ଠାରେ ଆୟୋଜିତ - ଯୋଗଦେଲେ ଟୁକୁନି ସାହୁ, ଗୀତା ବିଶି ଓ ଅନ୍ୟ ମହିଳା ସଦସ୍ୟା - Titlagarh News