ଟିଟିଲାଗଡ: ତୁଷୁରା ଠାରେ ଆୟୋଜିତ ସଭାରେ ଯୁବ ପିଢ଼ିଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇବାକୁ ଆହ୍ଵାନ ଦେଲେ କଂଗ୍ରେସ ନେତା ବିରେନ୍ଦ୍ର ବାଗ
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ତୁଷୁରା ମାଟିରେ ମା ସମଲେଇ ଙ୍କ ମାଟିରେ ମୋର ମା ଭଉଣୀ ମାନଙ୍କୁ ଯୁବକ ସାଥି ମାନଙ୍କୁ ଦୁଇପଦ ଆଲୋଚନା କରିବାର ସୁଯୋଗ ମିଳିଛି,, ଅନ୍ୟାୟ ବିରୋଧ ରେ ସ୍ୱର ଉଠିବା କଥା ଯୁବକ ସମାଜ ଛାତ୍ର ସମାଜ ସଜାଗ ହୁଅ ବୋଲି ଆହ୍ଵାନ ଦେଲେ