Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଟିଟିଲାଗଡ: ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ରାଜ୍ୟ ବଜେଟରେ ପ୍ରାବଧାନ କରିଥିବାରୁ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ଦେଲେ ଧନ୍ୟବାଦ

Titlagarh, Balangir | Feb 21, 2026
ରାଜ୍ୟ ସରପଞ୍ଚ ସଙ୍ଘର ଦୀର୍ଘ ଦିନର ଦାବି,ଗରିବ ଅସହାୟ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ବାର୍ଧ୍ୟକ,ବିଧବା ଓ ଦିବ୍ୟଙ୍ଗ ଭତ୍ତା ଦେବା ଅନୁରୋଧ କୁ ସମ୍ମାନ ଦେଇ ଓଡ଼ିଶାର ୬ ଲକ୍ଷ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଚୟନ ପାଇଁ ରାଜ୍ୟ ବଜେଟରେ ପ୍ରାବଧାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ରାଜ୍ୟ ସରପଞ୍ଚ ସଙ୍ଘ ତରଫରୁ ଓ ଦୀର୍ଘ ଦିନ ଧରି ଆବେଦନ କରି ଅପେକ୍ଷା କରି ରହିଥିବା ଓଡିଶା ର ସମସ୍ତ ହିତାଧିକାରୀଙ୍କ ତରଫରୁ କୋଟି କୋଟି ଜୁହାର ଓ ଅଶେଷ ଅଶେଷ ଧନ୍ୟବାଦ।

MORE NEWS