Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଟିଟିଲାଗଡ: ଟିଟିଲାଗଡ଼ ସର୍ଗିଗୁଡା କାଳୀ ମନ୍ଦିର ପ୍ରାଙ୍ଗଣରେ ଶିବ ମନ୍ଦିର ପ୍ରତିଷ୍ଠା ଓ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Titlagarh, Balangir | Feb 22, 2026
ଆଜି ଟିଟିଲାଗଡ ସର୍ଗିଗୁଡ଼ା କାଳୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପବିତ୍ର ଶିବ ମନ୍ଦିର ପ୍ରତିଷ୍ଠା ଓ ପ୍ରହରୀ ନାମଯଜ୍ଞରେ ସାମିଲ ହୋଇ ପ୍ରଭୁଙ୍କ ଚରଣରେ ନମନ କରି ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ଅର୍ଜନ କଲେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ। ଏହି ପବିତ୍ର ଅବସରରେ ଅଞ୍ଚଳବାସୀଙ୍କ ଅପାର ଭକ୍ତିଭାବ ଓ ଉତ୍ସାହ ଦେଖି ମନ ଅତ୍ୟନ୍ତ ପ୍ରସନ୍ନ ହେଲା। ପ୍ରଭୁ ମହାଦେବଙ୍କ କୃପା ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ସୁଖ ଆଣୁନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି କହିଥିଲେ।

MORE NEWS

ଟିଟିଲାଗଡ: ଟିଟିଲାଗଡ଼ ସର୍ଗିଗୁଡା କାଳୀ ମନ୍ଦିର ପ୍ରାଙ୍ଗଣରେ ଶିବ ମନ୍ଦିର ପ୍ରତିଷ୍ଠା ଓ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ - Titlagarh News