Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଟିଟିଲାଗଡ: ସଇଁତଳାର ଗିରି ଗୋବର୍ଦ୍ଧନ ମନ୍ଦିର ପରିସରରେ ନବ ନିର୍ମିତ ଯାଦବ ଭବନର ଶୁଭ ଉଦଘାଟନ

Titlagarh, Balangir | Feb 22, 2026
ଆଜି ସଇଁତଳାର ପବିତ୍ର ଗିରିଗୋବର୍ଧନ ମନ୍ଦିର ପରିସରରେ ନବନିର୍ମିତ ଯାଦବ ଭବନ ର ଶୁଭ ଉଦଘାଟନ କରିବାର ସୌଭାଗ୍ୟ ଲାଭ କଲି । ଏହି ଅବସରରେ କଞ୍ଜାବଞ୍ଜି ବିଧାୟକ ମାନ୍ୟବର ଲକ୍ଷ୍ମଣ ବାଗ ମୋ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲେ । ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିବର୍ଗ, ସମାଜସେବୀ ଓ ଅଞ୍ଚଳବାସୀଙ୍କର ବିଶାଳ ଉପସ୍ଥିତି ଏହି ଅବସରକୁ ସ୍ମରଣୀୟ କରିଦେଇଥିଲା । ଯାଦବ ଭବନ ଆଗାମୀ ଦିନରେ ସମାଜର ବିଭିନ୍ନ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସୁଦୃଢ଼ କେନ୍ଦ୍ର ଭାବେ ପରିଚିତ ହେବ ବୋଲି ଆମର ଆଶା ।

MORE NEWS

ଟିଟିଲାଗଡ: ସଇଁତଳାର ଗିରି ଗୋବର୍ଦ୍ଧନ ମନ୍ଦିର ପରିସରରେ ନବ ନିର୍ମିତ ଯାଦବ ଭବନର ଶୁଭ ଉଦଘାଟନ - Titlagarh News