Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଟିଟିଲାଗଡ: ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରାଙ୍କ ପତ୍ନୀଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଲେ ବିଭିନ୍ନ ଦଳର ନେତା ଓ କର୍ମୀ

Titlagarh, Balangir | Feb 22, 2026
ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପତ୍ନୀ ସ୍ୱର୍ଗତ ସୋଭାଗିନୀ ବେହେରା ଙ୍କ ଦ୍ୱାଦଶ କାର୍ଯ୍ୟରେ ଯୋଗଦେଲେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ନଗର ପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସ।ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ଏହି ଅବସରରେ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଶୋକସନ୍ତପ୍ତ ପରିବାରକୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି

MORE NEWS

ଟିଟିଲାଗଡ: ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରାଙ୍କ ପତ୍ନୀଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଲେ ବିଭିନ୍ନ ଦଳର ନେତା ଓ କର୍ମୀ - Titlagarh News