Public App Logo
Profile Picture

ଭଟଲୀ ବିଧାନସଭା ଖବର

@harishbhoi
91812Followers
2Following
ଅମ୍ବାଭୋନା: ଚଜ୍ରାମାଳ ଓ ଆଖପାଖ ଅଂଚଳ ରେ ଚାଷ ଜମିରେ ଜଙ୍ଗଲି ଜନ୍ତୁ ମାନଙ୍କ ପ୍ରାଦୁର୍ଭାବ ରେ ଚାଷୀ କୁଳ ହତାଶ, ଦେଖନ୍ତୁ ଏ ସମ୍ପର୍କିତ ମତାମତ
ବିଜେପୁର: ଶ୍ରୀ ଅରବିନ୍ଦ ପାଠଚକ୍ର ଦିପ୍ତୀପୁର ର 25 ତମ ରଜତଜୟନ୍ତୀ ମହୋତ୍ସବର ବାର୍ଷିକ ଉତ୍ସବ ରେ ଆଜି ଯୋଗଦାନ କଲେ ମାନ୍ୟବର ବିଜେପୁର ବିଧାୟକ
ଭଟଲି: ସାହାଜବାହାଲ ରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ନିର୍ମାଣ ପାଇଁ ସହାୟତା ରାଶି ଭଟଲି ବିଧାୟକ ପ୍ରଦାନ କରିଥିବାରୁ ସମ୍ବର୍ଦ୍ଧିତ କଲେ କୁଷ୍ଠା ସମାଜ
ଅମ୍ବାଭୋନା: ଅମ୍ବାଭୋନା ର ନାରାୟଣ ସେଟ ଅମ୍ବାଭୋନା ତହସିଲ ଅଫିସ ଯାଉଥିଲା ବେଳେ କେଦାରନାଥ ମନ୍ଦିର ନିକଟରେ ବାଇକ ରେ ଦୁର୍ଘଟଣାରେ ଆହତ
ବିଜେପୁର: ବିଜେପୁର NAC ର କାଉନସିଲ ର ବୈଠକ ର ଆଜି ଯୋଗଦେଲେ ବିଜେପୁର ବିଧାୟକ
ଭଟଲି: କେଶାଇପାଲି ରେ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ମହୋତ୍ସବରେ ଯୋଗଦାନ କଲେ ଭଟଲି ବିଧାୟକ
ଭଟଲି: ଭଟଲି ବିଜେପି କାର୍ଯାଳୟରେ ଆଜି ବିଭିନ୍ନ ଗ୍ରାମରୁ ଆସିଥିବା ଜନ ସାଧାରଣ ଙ୍କ ସମସ୍ୟା କଥା ବୁଝିଲେ ଭଟଲି ବିଧାୟକ
ଅମ୍ବାଭୋନା: ଜରିମୂଲୀ ଗ୍ରାମରେ ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ସମାଜ ର ଇଷ୍ଟ ଦେବ ଶ୍ରୀ ଶ୍ରୀ ବୁଢ଼ା ଦେଓ ଙ୍କ ବାର୍ଷିକ ପୂଜା   ଆଜି ଅନୁଷ୍ଠିତ ହୋଇଛି
ଅମ୍ବାଭୋନା: ଦ୍ୱାରି ଓ ଇଛାପୁର ନିକଟରୁ ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ ଓ ଅମ୍ବାଭୋନା ପୋଲିସ
ଅମ୍ବାଭୋନା: ଓଡିଶା ଆଦର୍ଶ ବିଦ୍ୟାଳୟରେ ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ଅମ୍ବାଭୋନା କେଦାରନାଥ ଖେଳ ପଡ଼ିଆଜି ଅନୁଷ୍ଠିତ ହୋଇଯାଇଛି
ଅମ୍ବାଭୋନା: ତିଳେଇମାଲ ନିକଟରୁ ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ ଓ ମୋବାଇଲ ଟିମ
ସୋହେଲା: ଝର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବାବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଛି ଦେଖନ୍ତୁ ଖେଳ ଶିକ୍ଷକ ଙ୍କ ମତାମତ
ସୋହେଲା: ଝର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ହେବାକୁ ଥିବା ବାର୍ଷିକ କ୍ରୀଡା ମହୋତ୍ସବ ଆଜି ଉଦଘାଟିତ  ହୋଇଛି
ଭଟଲି: ଭଟଲି ଗ୍ରାମପଞ୍ଚାୟତ କାର୍ଯାଳୟ ପରିସରରେ ତ୍ରିଲୋଚନ ନେତ୍ରାଳୟ ସୌଜନ୍ୟ ରୁ ଏକ ମାଗଣା ଚକ୍ଷ୍ୟୁ ଚିକିତ୍ସା ଶିବିର ଅନୁଷ୍ଠିତ
ଭଟଲି: ପଣ୍ଡକିପାଲି ନିକଟରେ ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ ଓ ମୋବାଇଲ ଷ୍ଟାଫ
ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ର ଦଧିବାମନ ମନ୍ଦିର ରେ ଆଜି ସନ୍ଧ୍ୟା ଆଳତି ମହାସମାରୋହରେ ଅନୁଷ୍ଠିତ
ସୋହେଲା: ଭାଟେନଡୁଙ୍ଗୁରି ଓ ଲେଖାପଥର ମଝିରେ ଭାରସାମ୍ୟ ହରାଇ ଓଲଟି ପଡିଲା ତେଳ ବୋଝେଇ ଟ୍ରକ ।  ଏହି ଦୁର୍ଘଟଣା ରେ କେହି ହତାହତ ହୋଇ ନାହାନ୍ତି
ସୋହେଲା: ସୋହେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ମାସିକ ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍କା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅତିଥି
ଭଟଲି: ଭଟଲି ର ଦଧିବାମନ ମହାପ୍ରଭୁଙ୍କ ସେବକ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଜିବର୍ଦ୍ଧନ ତ୍ରିପାଠୀଙ୍କ ମୃତ୍ୟୁରେ ଭଟଲି ରେ ଶୋକର ଛାୟା ଖେଳିଯାଇଛି
ଅମ୍ବାଭୋନା: ଅମ୍ୱାଭୋନା ବ୍ଲକ ସଭାଗୃହ ଠାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ବରଗଡ ଜିଲ୍ଲପାଳ ଓ ଅନ୍ୟାନ୍ୟ ଅଧିକାରୀ
ଅମ୍ବାଭୋନା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅମ୍ବାଭୋନା ଠାରେ ଆଜି ସଂକୁଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଛି
ଅମ୍ବାଭୋନା: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୃହ ସମ୍ପର୍କ ଅଭିଯାନର ସମୀକ୍ଷା ବୈଠକ ଆଜି ଅମ୍ବାଭୋନା କେଦାରନାଥ ପରିସରରେ ରେ ଅନୁଷ୍ଠିତ
ଅମ୍ବାଭୋନା: ଇଛାପୁର ଜଙ୍ଗଲ ରୁ ବିପୁଳ ପରିମାଣରେ ମହୁଲ ପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ
ଅମ୍ବାଭୋନା: ଭୁକ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି  ବିଦ୍ୟୁତ ବିଭାଗ ତରଫରୁ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ
ସୋହେଲା: ଛୁରିଆପାଲି ସରସ୍ଵତୀ  ଶିଶୁ ମନ୍ଦିରଠାରେ ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ମାତୃ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି