ଅମ୍ବାଭୋନା: ତିଳେଇମାଲ ନିକଟରୁ ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ ଓ ମୋବାଇଲ ଟିମ
ଭଟଲି ଅବକାରୀ ବିଭାଗ ଓ ମୋବାଇଲ ଟିମ ର ମିଳିତ ଚଢ଼ାଉ ରେ ଆଜି 10:30 AM ରୁ 1 Pm ଭିତରେ ଅମ୍ବାଭୋନା ବ୍ଲକ ର ତିଳେଇମାଲ ନିକଟସ୍ଥ ଜଙ୍ଗଲ ରୁ 4500 ଲିଟର ମହୁଲ ପୋଚ ଓ 180 ଲିଟର ରନ୍ଧା ମଦ ଜବତ ହୋଉଛି