ସୋହେଲା ବ୍ଳକ ଅନ୍ତର୍ଗତ ଭାଟେନଡୁଙ୍ଗୁରି ଓ ଲେଖାପଥର ମଝିରେ ଭାରସାମ୍ୟ ହରାଇ ଓଲଟି ପଡିଲା ତେଳ ବୋଝେଇ ଟ୍ରକ । ସୂଚନାମୂତାବକ ପଦ୍ମପୁର ପଟୁ ସୋହେଲା ପଟକୁ ଗଲା ବେଳେ ଆଜି 11 AM ରେ ଏକ ତେଳ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ରୁ ବାହାରି ଯାଇ ଓଳଟି ପଡିଥିଲା । ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ ପର ସୁରକ୍ଷିତ ଥିବା ଜଣାପଡିଛି ।