ଅମ୍ବାଭୋନା: ଓଡିଶା ଆଦର୍ଶ ବିଦ୍ୟାଳୟରେ ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ଅମ୍ବାଭୋନା କେଦାରନାଥ ଖେଳ ପଡ଼ିଆଜି ଅନୁଷ୍ଠିତ ହୋଇଯାଇଛି
ଓଡିଶା ଆଦର୍ଶ ବିଦ୍ୟାଳୟରେ ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ଆଜି 4:30 PM ରେ ଅମ୍ବାଭୋନା ସ୍ଥିତ କେଦାରନାଥ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି l ମୋଟ ୪୨ ଗୋଟି ବିଭାଗରେ କନିଷ୍ଠ ଓ ବରିଷ୍ଠ ବାଳକ,ବାଳିକା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା