ଭଟଲି: ଭଟଲି ଗ୍ରାମପଞ୍ଚାୟତ କାର୍ଯାଳୟ ପରିସରରେ ତ୍ରିଲୋଚନ ନେତ୍ରାଳୟ ସୌଜନ୍ୟ ରୁ ଏକ ମାଗଣା ଚକ୍ଷ୍ୟୁ ଚିକିତ୍ସା ଶିବିର ଅନୁଷ୍ଠିତ
ଆଜି 9 AM ରୁ 2 PM ପର୍ଯ୍ୟନ୍ତ ଭଟଲି ଗ୍ରାମପଞ୍ଚାୟତ କାର୍ଯାଳୟ ପରିସରରେ ତ୍ରିଲୋଚନ ନେତ୍ରଳାୟ ସମ୍ବଲପୁର ତଥା ଭଟଲି ଗ୍ରାମପଞ୍ଚାୟତ କାର୍ଯାଳୟ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ, ଯୋଉଥିରେ କି ଭଟଲି ଅଂଚଳ ରୁ ଚକ୍ଷ୍ୟୁ ରୋଗୀମାନେ ଆସି ପରୀକ୍ଷା କରିଥିଲେ