ସୋହେଲା ବ୍ଲକ ଅନ୍ତର୍ଗତ ଛୁରିଆପାଲି ସରସ୍ଵତୀ ଶିଶୁ ମନ୍ଦିରଠାରେ ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଶୁଶ୍ରୀ ବାସନ୍ତୀ ପଧାନ ଶିଶୁ ବାଟିକାପ୍ରମୁଖ ଶ୍ରୀମାନ ସୁଜିତ ବେହେରା ଓ ସମସ୍ତ ଗୁରୁଜୀ ଗୁରୁମା ଏବଂ ମାଆ ମାନଙ୍କୁ ନେଇ ଏକ କର୍ମଶାଳା ଖୁବ ସୁନ୍ଦର ଭାବରେ ସମାପନ ହୋଇଛି । ଗୁରୁମା ସରସ୍ଵତୀ ମାଳତି ,ସୁନୀତା ଏବଂ ସ୍ମତିରେଖା ଗୁରୁମା ସମସ୍ତେ କାଳାଂଶ ରେ ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମ ଏହି 11 AM ରେ ହୋଇଥିଲା