ଅମ୍ବାଭୋନା: ଦ୍ୱାରି ଓ ଇଛାପୁର ନିକଟରୁ ବିପୁଳ ପରିମାଣର ମହୁଲ ପୋଚ ଓ ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ ଓ ଅମ୍ବାଭୋନା ପୋଲିସ
ଆଜି 9 AM ରୁ 12:30 PM ଭିତରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଓ ଦ୍ୱାରି ନିକଟରୁ 4500 ଲିଟର ମହୁଲ ପୋଚ ଓ 300 ଲିଟର ରନ୍ଧା ମଦ ଜବତ କଲା ଭଟଲି ଅବକାରୀ ବିଭାଗ, ଏହି ଚଢ଼ାଉ ରେ ଅମ୍ବାଭୋନା ପୋଲିସ ଷ୍ଟାଫ ମଧ୍ୟ ମିଳିତ ଭାବେ ସାମିଲ ହୋଇଥିଲେ