ଅମ୍ବାଭୋନା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅମ୍ବାଭୋନା ଠାରେ ଆଜି ସଂକୁଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅମ୍ବାଭୋନା ଠାରେ ସଂକୁଳ ସ୍ତରୀୟ ଖେଳକୁଦ ସକାଳ ୯ ଟା ରୁ ଆରମ୍ଭ ହୋଇ ୫ ଟା ରେ ସମାପ୍ତ ହୋଇଥିଲା ।ଏଥିରେ ୬ ଟି ଶିଶୁ ମନ୍ଦିର ରୁ ମୋଟ ୮୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଏଥିରେ ଭଟଲି, ଭୁକ୍ତା, କର୍ଲାଜୋରି, ଡୁଙ୍ଗୁରି, ଅମ୍ବାଭୋନା, ଉର୍ଦୁନା, ର ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ