ଭଟଲି: ଭଟଲି ବିଜେପି କାର୍ଯାଳୟରେ ଆଜି ବିଭିନ୍ନ ଗ୍ରାମରୁ ଆସିଥିବା ଜନ ସାଧାରଣ ଙ୍କ ସମସ୍ୟା କଥା ବୁଝିଲେ ଭଟଲି ବିଧାୟକ
ଭଟଲି ବ୍ଲକ ର ବିଜେପି କାର୍ଯାଳୟରେ ଆଜି 10 AM ରୁ 12:30 PM ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରୁ ଆସିଥିବା ଜନ ସାଧାରଣ ଙ୍କ ସମସ୍ୟା ର ଜନ ଶୁଣାଣି କଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ