Public App Logo
Profile Picture

ଭଦ୍ରକ ଖବର

@khabarauparenajara
11299Followers
4Following
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପହଁଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଢା ବିଭିନ୍ନ ପଞ୍ଚାୟତ ବୁଲି ଫସଲ କ୍ଷୟ କ୍ଷତି ର ସମିକ୍ଷା କରିଛନ୍ତି
ଭଦ୍ରକ ଗ୍ରାମାଞ୍ଚଳ: ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ଜଣେ ମହିଳା କଟୁ ମନ୍ତବ୍ୟ ଦେଉଥିବାକୁ ବିରୋଧ କରି ଶ୍ରୀରାମ ସେନା ପକ୍ଷରୁ କାର୍ଯ‍୍ୟାଳୟରେ ଏସପିଙ୍କୁ ଅଭିଯୋଗ
ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ରେ ଚରମ୍ପା ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ‘ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ' ର ଉଦଘାଟନ ଦିବସରେ ଯୋଗଦେଲେ ଭଦ୍ରକ ବିଧାୟକ
ଭଦ୍ରକ ଗ୍ରାମାଞ୍ଚଳ: ଗଦି ଠାରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର; ବାସୁଦେବପୁର ମେଡିକାଲରେ ଭର୍ତ୍ତି
ଭଦ୍ରକ ଗ୍ରାମାଞ୍ଚଳ: ମହାରାଜା ଉଗ୍ରେସନ ଭବନ ଚରମ୍ପାରେ ୨୧ ତମ ରାଜ୍ୟ ତାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: କେନ୍ଦୁଆ ପଦା ରେ ସରକାରୀ ମଦ ଦୋକାନ କୁ ବିରୋଧ କରି ଗ୍ରାମ ବାସିଙ୍କ ଦ୍ୱାରା ରାସ୍ତା ରୋକ
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଭିଡିଓ ସାମାଜିକ  ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ବିଧାୟକଙ୍କ ବାସଭବନରେ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ବିନ୍ଧା ବଜାରରେ ଚୋରା ମଦ ଜବତ ଘଟଣାକୁ ନେଇ ଗଣ୍ଡଗୋଳ; ଜଣେ ଗିରଫ ସହ କୋର୍ଟ ଚାଲାଣ
ଭଦ୍ରକ ଗ୍ରାମାଞ୍ଚଳ: କରଞ୍ଜଆଡିଆରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷଙ୍କ ସହ ନେତୃ ମଣ୍ଡଳୀ
ଭଦ୍ରକ ଗ୍ରାମାଞ୍ଚଳ: ଫେକରରେ ଥିବା ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ ଗ୍ରାମାଞ୍ଚଳ: ନାୟକାଣିଡିହିରେ ବାସୁ ତେଜପୁରର ନିଆରା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ, ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା
ଭଦ୍ରକ ଗ୍ରାମାଞ୍ଚଳ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ କୁ ନେଇ ବାସୁଦେବପୁର କଂଗ୍ରେସ କାର୍ଯ୍ୟାଳୟରେ ପ୍ରତିକ୍ରିୟା  ଜିଲ୍ଲା ଯୁବ କଂଗ୍ରେସ ସଭାପତି ।
ଭଦ୍ରକ ଗ୍ରାମାଞ୍ଚଳ: Farmer registry ଓ ଡିଜିଟାଲ ଫସଲ ସର୍ବେକ୍ଷଣ ର ଜ଼ିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜ଼ିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ସଂସ୍କୃତି ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ବିଜେଡି ପକ୍ଷରୁ ଟାଉନ ହଲରେ ଦଳର ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ଟାଉନହଲ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ଦାସ ସାହି ପ୍ରାଥମିକ ବିଦ୍ୟାଳୟ ବଣାପଦା ରେ ଚୋରୀ ଗ୍ରାମବାସିଙ୍କ ପ୍ରତିକ୍ରିୟା
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ସଂସ୍କୃତି ଭବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ହନୁମାନ ବାଟିକାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାଳୟ ରେ ସୁଶାସନ ଦିବସ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଚର୍ଚ୍ଚରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ, ପ୍ରତିକ୍ରିୟା ରଖିଲେ ଚର୍ଚ୍ଚ ସମ୍ପାଦକ
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ନାୟକାଣିଡିହିରେ ପାଳିତ
ଭଦ୍ରକ ଗ୍ରାମାଞ୍ଚଳ: ବଙ୍ଗୋପସାଗର ରେ ଲଘୁଚାପ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସକାଳ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି
ଭଦ୍ରକ ଗ୍ରାମାଞ୍ଚଳ: ବରଣ୍ଡୁଆ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଟୁବିନ୍ଦା ଗ୍ରାମ ସାଆନ୍ତାଣୀ ପାଟଣା ଛକ ଶ୍ୟାମ ବାବୁ ପୋଲ ନିକଟରୁ ହାଡ଼ ଓ କଙ୍କାଳ ଉଦ୍ଧାର