Public App Logo
Jansamasya
Rahulgandhi
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
No video available

ଭଦ୍ରକ ଗ୍ରାମାଞ୍ଚଳ: Farmer registry ଓ ଡିଜିଟାଲ ଫସଲ ସର୍ବେକ୍ଷଣ ର ଜ଼ିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜ଼ିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା

Bhadrak Rural, Bhadrak | Dec 26, 2024
Farmer registry ଓ ଡିଜିଟାଲ ଫସଲ ସର୍ବେକ୍ଷଣ ର ଜ଼ିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜ଼ିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତ୍ରି ସମୟ ରେ ଦିଆଯାଇଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାଏଙ୍କ ସହିତ,ଅତିରିକ୍ତ ଜ଼ିଲ୍ଲାପାଳ,ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ,ଭଦ୍ରକ ପ୍ରମୁଖ ଯୋଗ ଦେଇଥିଲେ।ତହସିଲଦାର,ଅତିରିକ୍ତ ତହସିଲଦାର,ରାଜସ୍ବ ନିରୀକ୍ଷକ,ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ |

MORE NEWS