Public App Logo
Jansamasya
Pmmodi
Rahulgandhi
Haryana
���ादी
Crimenews
Karnataka
Bareilly
���प
Agra
Biharnews
Fatehpur
Jodhpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
No video available

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି

Bhadrak Rural, Bhadrak | Dec 24, 2024
ଭଦ୍ରକ ଜିଲ୍ଲାପାଳ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାଏ ଧମନଗର ରେ ଟୁରିଷ୍ଟ ଗେଷ୍ଟହାଉସ ଚିଲଡ୍ରେନ ପାର୍କ କାର୍ଯ୍ୟ ର ଅଗ୍ରଗତି ସମିକ୍ଷା କରିଛନ୍ତି । ଏହି ଅବସର ରେ ଜିଲ୍ଲାପାଳ ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ସୂଚନା ମିଳିଛି ମିଳିଛି।

MORE NEWS