Public App Logo
Jansamasya
National
Police
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
Haryana
���ादी
Crimenews
Karnataka
Aap
Bareilly
���प
Agra
Abvp
Biharnews
Fatehpur
Jodhpur
Kanganaranaut
No video available

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ଜଣେ ମହିଳା କଟୁ ମନ୍ତବ୍ୟ ଦେଉଥିବାକୁ ବିରୋଧ କରି ଶ୍ରୀରାମ ସେନା ପକ୍ଷରୁ କାର୍ଯ‍୍ୟାଳୟରେ ଏସପିଙ୍କୁ ଅଭିଯୋଗ

Bhadrak Rural, Bhadrak | Dec 29, 2024
ଜଣେ ମହିଳା ପ୍ରଭୁ ଶ୍ରୀରାମଙ୍କ ବିରୋଧରେ କଟୁ ମନ୍ତବ୍ୟ କୁ ବିରୋଧ କରି ଶ୍ରୀରାମ ସେନା ପକ୍ଷରୁ ଜିଲ୍ଲା SPଙ୍କୁ ଅଭିଯୋଗ କରାଯାଇଛି । ଆଜି ମଧ୍ୟାହ୍ନ ରେ ଶ୍ରୀରାମ ସେନା ପକ୍ଷରୁ ଅଭିଯୋଗ କରାଯାଇଛି । ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଙ୍କ ସହିତ ଶ୍ରୀରାମ ସେନାର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଜଣେ ମହିଳା ପ୍ରଭୁ ଶ୍ରୀରାମ ଙ୍କୁ କଟୁ ସମାଲୋଚନା କରିଥିବାର ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ଶ୍ରୀରାମ ସେନା ପକ୍ଷରୁ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ଜଣେ ମହିଳା କଟୁ ମନ୍ତବ୍ୟ ଦେଉଥିବାକୁ ବିରୋଧ କରି ଶ୍ରୀରାମ ସେନା ପକ୍ଷରୁ କାର୍ଯ‍୍ୟାଳୟରେ ଏସପିଙ୍କୁ ଅଭିଯୋଗ - Bhadrak Rural News