Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ଭଦ୍ରକ ଗ୍ରାମାଞ୍ଚଳ: ବରଣ୍ଡୁଆ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଟୁବିନ୍ଦା ଗ୍ରାମ ସାଆନ୍ତାଣୀ ପାଟଣା ଛକ ଶ୍ୟାମ ବାବୁ ପୋଲ ନିକଟରୁ ହାଡ଼ ଓ କଙ୍କାଳ ଉଦ୍ଧାର

Bhadrak Rural, Bhadrak | Dec 24, 2024
ବରଣ୍ଡୁଆ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଟୁବିନ୍ଦା ଗ୍ରାମ ସାଆନ୍ତାଣୀ ପାଟଣା ଛକ ଶ୍ୟାମ ବାବୁ ପୋଲ ନିକଟରୁ ହାଡ଼ ଓ କଙ୍କାଳ ଉଦ୍ଧାର । ଆଜି ଅପରାହ୍ନ ରେ ଅଗ୍ନିଶମ ବାହିନୀ ପହଁଚି ହାଡ କଂକାଳ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବରଣ୍ଡୁଆ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଟୁବିନ୍ଦା ଗ୍ରାମ ସାଆନ୍ତାଣୀ ପାଟଣା ଛକ ଶ୍ୟାମ ବାବୁ ପୋଲ ନିକଟରୁ ଗ୍ରାମବାସି ମାନେ ଏକ ବସ୍ତାରେ କିଛି ହାଡ କଙ୍କାଳ ଦେଖିବା ପରେ ପୋଲିସ କୁ ଖବର କରିଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନି ପହଁଚି ହାଡ କଙ୍କାଳ ଉଦ୍ଧାର କରିଥିବା ସୂଚନା ମିଳିଛି ।

MORE NEWS