Public App Logo
Jansamasya
���िल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
Haryana
���ादी
Crimenews
Karnataka
Bareilly
���प
Agra
Abvp
Biharnews
Fatehpur
Jodhpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���ोगी_आदित्यनाथ
Sonunigam
Arvindkejriwal
Rajasthannews
No video available

ଭଦ୍ରକ ଗ୍ରାମାଞ୍ଚଳ: ବଙ୍ଗୋପସାଗର ରେ ଲଘୁଚାପ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସକାଳ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି

Bhadrak Rural, Bhadrak | Dec 25, 2024
ବଙ୍ଗୋପସାଗର ରେ ଲଘୁଚାପ ପାଇଁ ଭଦ୍ରକ ଜିଲ୍ଲାରେ ଆଜି ସକାଳ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ ଘଟିକା ଠାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ସୁଚନା ମିଳିଛି । ସେପଟେ ବାରମ୍ଵାର ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷି । ଧାନଫସଲ ସଂପୂର୍ଣ୍ଣ ଅମଳ ସରି ନ ଥିବା ବେଳେ ବାରମ୍ଵାର ଲଘୁଚାପ ବର୍ଷା ହେବା ଫଳରେ ଧାନଫସଲ ନଷ୍ଠ ହେବା କାରଣରୁ ଚାଷି ଚିନ୍ତାରେ ।

MORE NEWS