ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ବିଧାୟକଙ୍କ ବାସଭବନରେ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାସୁଦେବପୁର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ଆଜି ପୂର୍ବାହ୍ନ ରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଙ୍କ ବାସଭବନ ରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।ଏହି କାର୍ଯ୍ୟକ୍ରମ ରେ ବାସୁଦେବପୁର ବିଧାୟକଙ୍କ ସହିତ ବିଭିନ୍ନ ପଞ୍ଚାୟତ ର ନେତୃମଣ୍ଡଳୀ ଯୋଗଦେଇଥିଲେ ।