Public App Logo
Jansamasya
Delhi
Viral
Jharkhand
���िल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
Haryana
���ादी
Crimenews
Karnataka
Bareilly
���प
Agra
Abvp
Biharnews
Fatehpur
Jodhpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
Tejashwiyadav
No video available

ଭଦ୍ରକ ଗ୍ରାମାଞ୍ଚଳ: ଗଦି ଠାରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର; ବାସୁଦେବପୁର ମେଡିକାଲରେ ଭର୍ତ୍ତି

Bhadrak Rural, Bhadrak | Dec 28, 2024
ଗଦିଠାରେ ଏକ ସଡକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଆଜି ରାତ୍ରି ସମୟରେ ଗଦିଠାରେ ଏକ ସଡକ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୁଚନା ଅନୁସାରେ ବାଇକ ରେ ଯାଉଥିବା ସମୟରେ କୌଣସି କାରଣ ରୁ ଗଦି ଠାରେ ପଡି ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦା ବାସୁଦେବପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଗଦି ଠାରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର; ବାସୁଦେବପୁର ମେଡିକାଲରେ ଭର୍ତ୍ତି - Bhadrak Rural News