ଭଦ୍ରକ ଗ୍ରାମାଞ୍ଚଳ: ଫେକରରେ ଥିବା ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଫେକର ର ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଆଜି ଅପରାହ୍ନ ରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତିକ୍ରିୟା ରଖିଲେ ଶ୍ରମିକ ସଂଘର ସଂପାଦକ ।