Public App Logo
Jansamasya
News
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
No video available

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପହଁଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଢା ବିଭିନ୍ନ ପଞ୍ଚାୟତ ବୁଲି ଫସଲ କ୍ଷୟ କ୍ଷତି ର ସମିକ୍ଷା କରିଛନ୍ତି

Bhadrak Rural, Bhadrak | Dec 29, 2024
ଭଦ୍ରକ ପହଁଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଢା । ଆଜି ମଧ୍ୟାହ୍ନ ରେ ପ୍ରତିକ୍ରିୟା ରଖିଛନ୍ତି । ଲଘୁଚାପ ବର୍ଷାରେ ଧାନ ଫସଲ କ୍ଷୟ କ୍ଷତି ଆକଳନ ପାଇଁ ଭଦ୍ରକ ଆସି ବିଭିନ୍ନ ପଞ୍ଚାୟତ ବୁଲି କ୍ଷୟକ୍ଷତିର ସମିକ୍ଷା କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପହଁଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଢା ବିଭିନ୍ନ ପଞ୍ଚାୟତ ବୁଲି ଫସଲ କ୍ଷୟ କ୍ଷତି ର ସମିକ୍ଷା କରିଛନ୍ତି - Bhadrak Rural News