ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଚର୍ଚ୍ଚରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ, ପ୍ରତିକ୍ରିୟା ରଖିଲେ ଚର୍ଚ୍ଚ ସମ୍ପାଦକ
ଭଦ୍ରକ ଚର୍ଚରେ ଜିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରାଯାଇଛି ପ୍ରତିକ୍ରିୟା ରଖିଛନ୍ତି ଚର୍ଚ ସଂପାଦକ | ଆଜି ଅପରାହ୍ନ ରେ ଭଦ୍ରକ ଚର୍ଚ ର ସଂପାଦକ ପ୍ରତିକ୍ରିୟା ରଖିଛନ୍ତି । ଆଜି ବହୁ ସଂଖ୍ୟାର ଲୋକଙ୍କ ସମାଗମ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ।